www.samajalive.in
Saturday, December 6, 2025
23.1 C
Bhubaneswar

ଦିନ ୧୦ଟା – ମୁଖ୍ୟ ଖବର

ରେଡ ୱାର୍ଣ୍ଣିଂ ଜାରି ହୋଇଥିବା ୧୨ଟି ଜିଲାରେ ଅବସ୍ଥିତ ସମସ୍ତ ବିଦ୍ୟାଳୟକୁ ୧୩  ଏଵଂ ୧୪ ତାରିଖ ଦିନ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି

ଦେଶର ଛଅଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧୦୦% କୋଭିଡ ପ୍ରଥମ ପାନ ଟିକା ଦାନ; ଦାଦର ଓ ନଗର ହାଭେଲି, ଡାମ ଓ ଡିୟୁ, ହିମାଚଳ ପ୍ରଦେଶ, ଲଦାଖ, ଲାକ୍ଷାଦ୍ୱୀପ ଓ ସିକିମକୁ ମିଳିଛି ଏହି ସଫଳତା

- Advertisement -

ଉତ୍ତର କୋରିଆର ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷା; ଆମେରିକା ସହିତ ପରମାଣୁ କାର୍ଯ୍ୟକ୍ରମକୁ ନେଇ ଦୀର୍ଘ ବିବାଦ ଲାଗିରହିଥିବାବେଳେ ଉତ୍ତର କୋରିଆ ଏହି ପରୀକ୍ଷଣ କରିଛି

କେନ୍ଦ୍ରାପଡା : ଡେରାବିଶ ବେଣୀପୁର ଢିହସାହିରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡି ୨ ମୃତ

ପୁରୀ ଓ ଭୁବନେଶ୍ୱରରେ ରେକର୍ଡ ଭାଙ୍ଗିଲା ବର୍ଷା ବିତ୍ପାତ ; ପୁରୀରେ ସର୍ବାଧିକ ୩୪୧ ବର୍ଷା ରେକର୍ଡ

କାବୁଲରେ ସମସ୍ତଙ୍କ ଆଖି ଆଗରେ ଥିଲି: ଆମେରିକା ଓ ଆଫଗାନ ସୈନ୍ୟଙ୍କ ବହୁବାର ଚଢଉରୁ ଖସିଯାଇଛି-ତାଲିବାନ ମୁଖପାତ୍ର

ତାଲିବାନ ଆତଙ୍କିଙ୍କୁ ଦୃଷ୍ଟିରେ ରଖି ଭାରତୀୟ ସେନା ପାଇବେ ନୂଆ ତାଲିମ

ଋାଜ୍ୟରେ ଆଉ ୪୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ସଂଗରୋଧରୁ ୨୭୪ ଓ ସ୍ଥାନୀୟ ସଂକ୍ରମିତ ୧୯୭

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୫୭ ଜଣ

ଅନୁଗୁଳ ଜିଲାରେ ୪, ବାଲେଶ୍ୱର ୨୬, ବରଗଡ ୨, ଭଦ୍ରକରେ ୪ ଜଣ ଚିହ୍ନଟ

ବଲାଙ୍ଗୀରେ ୧, କଟକ ୮୧, ଦେବଗଡ ୨, ଢେଙ୍କାନାଳ ୫, ଜଗତସିଂହପୁର ୧୬ ଓ ଯାଜପୁର ଜିଲାରେ ୨୨ ଜଣ ଚିହ୍ନଟ

ଝାରସୁଗୁଡାରେ ୩, କନ୍ଧମାଳ ୧, କେନ୍ଦ୍ରାପଡା ୯, କେନ୍ଦୁଝର ୩, ଖୋର୍ଦ୍ଧାରୁ ୧୯୬ ନୂଆ ଆକ୍ରାନ୍ତ ଚିହ୍ନଟ
ମାଲକାନଗିରିରେ ୨, ମୟୁରଭଞ୍ଜ ୨୨, ନୟାଗଡ ୭, ପୁରୀ ୧୯, ସମ୍ବଲପୁରରେ ୧, ସୁନ୍ଦର ଗଡ ୧ ଓ ଷ୍ଟେଟପୁଲରୁ ୪୪ ଚିହ୍ନଟ

ରାଜ୍ୟରେ ଦିନକରେ ୮୭୪ ଜଣ ସୁସ୍ଥ ହୋଇଛନ୍ତି

ସଂପ୍ରତି ରାଜ୍ୟରେ ୬୫୪୮ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି

ଦେଶରେ ୨୭,୨୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଦିନକ ମଧ୍ୟରେ ୨୧୯ କରୋନା ଜନିତ ମୃତ୍ୟୁ

ଦେଶରେ ସଂପ୍ରତି ୩,୭୪,୨୬୯ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି

ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୪୨,୮୭୪କୁ ବୃଦ୍ଧି

ରବିବାର ସଂଧ୍ୟା ସୁଦ୍ଧା ମୋଟ ୭୪,୩୮,୩୭,୬୪୩ ପାନ କୋଭିଡ ଟିକା ଦିଆଯାଇଛି

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories