ସ୍ଵଛ ଭାରତ ଯୋଜନାର ପାଇଖାନା ନିର୍ମାଣରେ ଅର୍ଥ ଆତ୍ମସାତ ଅଭିଯୋଗ; ପ୍ରତିବାଦରେ ଗଣଧାରଣା

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୁଡାମଣି ପଞ୍ଚାୟତରେ ସ୍ଵଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ଅର୍ଥ ଆତ୍ମସାତ ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆଜି ବ୍ଲକ ସମ୍ମୁଖରେ ଲୋକେ ଗଣ ଧାରଣାରେ ବସିଛନ୍ତି। କେତେକ ହିତାଧିକାରୀଙ୍କ ସହ ଗ୍ରାମବାସୀ ଧାରଣାରେ ବସିଛନ୍ତି।

Comments are closed.