www.samajalive.in
Wednesday, December 10, 2025
23.1 C
Bhubaneswar

ଦିନକରେ ୩.୯୦ଲକ୍ଷ ହିତାଧିକାରୀ ନେଲେ ଟିକା

ଭୁବନେଶ୍ୱର:ରାଜ୍ୟରେ ଶୁକ୍ରବାର ରେକର୍ଡ ସଂଖ୍ୟକ ଟିକାକରଣ ହୋଇଛି। ୧୫୪୪ଟି କେନ୍ଦ୍ରରେ ୩ଲକ୍ଷ ୮୯ହଜାର ୭୨୭ ହିତାଧିକାରୀ ଟିକା ନେଇଛନ୍ତି। ଏହାକୁ ନେଇ ରାଜ୍ୟର ଟିକାକରଣ ସଂଖ୍ୟା ୨କୋଟି ୩୨ଲକ୍ଷ ୧୮ହଜାର ୬୭୯ରେ ପହଞ୍ଚିଛି। ଇତିମଧ୍ୟରେ ୧ଲକ୍ଷ ୧୦ହଜାର ୫୩୨ ଗର୍ଭବତୀ ଟିକା ନେଇଥିବା ବେଳେ ୧୮ରୁ ୪୪ବର୍ଷର ଯୁବବର୍ଗଙ୍କ ଟିକାକରଣ ସଂଖ୍ୟା ପ୍ରାୟ ୯୯ଲକ୍ଷରେ ପହଞ୍ଚିଛି। ୮୬ଲକ୍ଷ ୧୨ହଜାର ୩୯୪ ଯୁବକ ପ୍ରଥମ ପାନ ଟିକା ନେଇଥିବା ବେଳେ ୧୨ଲକ୍ଷ ୫୨ହଜାର ୨୭ଜଣ ହିତାଧିକାରୀ ଦୁଇପାନ ଟିକା ନେଇଛନ୍ତି। ଆଜି ଏହି ବର୍ଗଙ୍କ ଟିକାକରଣ ସଂଖ୍ୟା ୧କୋଟି ଟପିବ ବୋଲି ବିଭାଗୀୟ ତଥ୍ୟରୁ ଜଣାଯାଇଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories