ଭୁବନେଶ୍ୱର : ନିଖୋଜ ଶିଶୁ ଉଦ୍ଧାର ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ପରୀ-୨ ଅଭିଯାନର ତୃତୀୟ ଦିନରେ ରାଜ୍ୟରୁ ୨୨୬ ଜଣ ଶିଶୁ ଉଦ୍ଧାର ହୋଇଛନ୍ତି। ଏଥିରେ ୨୦୧ ଜଣ ପୁଅ ରହିଥିବା ବେଳେ ୨୫ ଜଣ ଝିଅ ରହିଛନ୍ତି। ଏହି ଉଦ୍ଧାର କାର୍ଯ୍ୟରେ ୧୫ ଜଣକୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ରହିଛି। ବୌଦ୍ଧ ଜିଲାରେ ସବୁଠାରୁ ଅଧିକ ୪୨ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି।
Popular Categories



