www.samajalive.in
Saturday, December 13, 2025
26.1 C
Bhubaneswar

ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମକର୍ତ୍ତା ସମିତି ଗଠନ

ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାରପଡା ବ୍ଲକର ୨୦ଟି ପଞ୍ଚାୟତର ପଞ୍ଚାୟତ ସ୍ତରୀୟ ବିଜୁ ଜନତା ଦଳର କର୍ମକର୍ତ୍ତା ସମିତି ଗଠନ ବୈଠକ ଶନିବାର ଦିନ ଶେଷ ହୋଇଛି। ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ୍ ପର୍ଯ୍ୟବେକ୍ଷକ ମିତ୍ରଭାନୁ ମହାନ୍ତ, ବ୍ଲକ ସଭାପତି ଗୋବିନ୍ଦ ଚନ୍ଦ୍ର ମହାନ୍ତ, ଅଧ୍ୟକ୍ଷା ରମ୍ଭାବତୀ ଦେହୁରୀ, ଉପାଧ୍ୟକ୍ଷ କିରଣ ବାଳା ସିଂ, ବ୍ଲକ ଜିଲ୍ଲା ଉପ ସଭାପତି ଦିଲ୍ଲୀପ କୁମାର ସାହୁ, ଜିଲ୍ଲା ବିଜୁ କୃଷକ ସଭାପତି ଦୀପକ ରାଜ, ମହିଳା ସଭାପତି ସୁଭଦ୍ରା ମହାନ୍ତ, ରାଇଡିହା ସରପଞ୍ଚ ପାର୍ବତୀ ହୋ, ଦାମାହୁଦା ସରପଞ୍ଚ ଶିବାନୀ ଚମ୍ପିଆ, ଯୁବ ସଭାପତି ସତ୍ୟ ନାରାୟଣ ପଣ୍ଡା, ଛାତ୍ର ସଭାପତି ପ୍ରଣବ ପହି, ବିଜେଡି ବରିଷ୍ଠ କର୍ମୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ପ୍ରସନ୍ନ ରାଜ, ଲକ୍ଷ୍ମୀଧର ମହାନ୍ତ, ନରେନ୍ଦ୍ର ମହାନ୍ତ, ଯୁବ ନେତା ବିଜୟ କୁମାର ଖଟୁଆ, ଭବାନୀ ମହାନ୍ତ ପ୍ରମୁଖ ପ୍ରତି ପଞ୍ଚାୟତରେ ପହଞ୍ଚି ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ସମିତି ଗଠନ କରାଯାଇଥିବା ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories