www.samajalive.in
Saturday, December 13, 2025
26.1 C
Bhubaneswar

ଦମାହୁଦାରୁ ଦେଶୀ ଓ ବିଦେଶୀ ମଦ ଜବତ

ପାଟଣା: ପାଟଣା ଥାନା ଅନ୍ତର୍ଗତ ଦମାହୁଦା ବଜାରରେ ଚୋରା ମଦ ବିକ୍ରି କରୁଥିବା ଶତ୍ରୁଘ୍ନ ମହାନ୍ତଙ୍କ ଦୋକାନରୁ ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ ଚଢାଉ କରି ଦେଶୀ ଓ ବିଦେଶୀ ମଦ ଜବତ କରିଛନ୍ତି। ଶତ୍ରୁଘ୍ନଙ୍କ ଦୋକାନରୁ ୧୦ ଲିଟର ମହୁଲି ମଦ ସହ ୫ଟି ବାକାଡି, ୫ଟି ଇମ୍ପେରିଆଲ ବ୍ଲୁ, ମାକଡଲ ରମ୍ ୫ଟି ସହ ମୋଟ ୫ଲିଟର ବିଦେଶୀ ମଦ ଜବତ କରାଯିବା ସହ ଶତ୍ରୁଘ୍ନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେହିପରି ଏହି ଥାନା ଡିଆନାଳୀ ଗ୍ରାମର ଯମୁନା ମହାନ୍ତଙ୍କ ଠାରୁ ୨୦ ଲିଟର ମହୁଲି ମଦ ଜବତ କରାଯିବା ସହ ତାଙ୍କୁ ଥାନା ରୁ ଜାମିନ ଦିଆଯାଇଥିବା ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories