www.samajalive.in
Thursday, December 11, 2025
16.1 C
Bhubaneswar

ପଟ୍ଟା ଦାବିରେ ବସ୍ତି ବାସିନ୍ଦାଙ୍କ ଧାରଣା

ବ୍ରହ୍ମପୁର: ଘର ପଟ୍ଟା ଦାବି କରି ବ୍ରହ୍ମପୁର ମହାନଗର ନିଗମ ୧ ନଂ ୱାର୍ଡ ଅନ୍ତର୍ଗତ ଉତ୍ତରାମୁଖୀ ବସ୍ତି ବାସିନ୍ଦାମାନେ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି। ପାଖାପାଖି ୧୫୦ ପରିବାର ଆଜକୁ ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ସେହି ବସ୍ତିରେ ରହୁଥିବା ବେଳେ କୌଣସି ଲୋକଙ୍କ ଘରର ପଟ୍ଟା ନାହିଁ । ତେବେ ଘର ପଟ୍ଟା ପ୍ରଦାନ ପାଇଁ ବସ୍ତିବାସିନ୍ଦା ଗତ ୨ ବର୍ଷ ଭିତରେ ଅନେକ ଥର ପ୍ରଶାସନକୁ ଗୁହାରି କରିସାରିଛନ୍ତି। ହେଲେ ପ୍ରଶାସନ ପକ୍ଷରୁ ପଟ୍ଟା ପ୍ରଦାନ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ସମସ୍ତ ବସ୍ତିବାସିନ୍ଦା ଆଜିଠାରୁ ଧାରଣାରେ ବସିଛନ୍ତି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories