www.samajalive.in
Sunday, December 14, 2025
14.1 C
Bhubaneswar

୩୫ ସାଙ୍ଗଠନିକ ଜିଲା ପାଇଁ ମହିଳା ବିଜେଡି ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର : ବିଜୁ ମହିଳା ଜନତା ଦଳର ୩୫ ସାଙ୍ଗଠନିକ ଜିଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ବିଜେଡି ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କ ଏହି ତାଲିକାକୁ ମଞ୍ଜୁରି ଦେଇଛନ୍ତି। ଡ. ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ଖୋର୍ଦ୍ଧା, କସ୍ତୁରୀ ମହାପାତ୍ରଙ୍କୁ ଭୁବନେଶ୍ବର, ଡ. ଗୀତାଞ୍ଜଳି ବସ୍ତିଆଙ୍କୁ ଗଞ୍ଜାମ, ବାସନ୍ତୀ ମାଝିଙ୍କୁ ବ୍ରହ୍ମପୁର, ସଂଯୁକ୍ତା ମହାନ୍ତିଙ୍କୁ କେନ୍ଦୁଝର, ଉମିଲତା ଦାସଙ୍କୁ ମୟୂରଭଞ୍ଜ-୧, ସୁମିତ୍ରା ଜେନାଙ୍କୁ ମୟୂରଭଞ୍ଜ-୨, ପ୍ରଭାସିନୀ ଷଡ଼ଙ୍ଗୀଙ୍କୁ କଟକ, ସାଇଶ୍ରୀ ପଟ୍ଟନାୟକଙ୍କୁ କଟକ ସହର, ଜ୍ୟୋତି ପାଣିଗ୍ରାହୀଙ୍କୁ ସୁନ୍ଦରଗଡ଼, ସାଧନା ସାମନ୍ତରାୟଙ୍କୁ ରାଉରକେଲା, ସ୍ନିଗ୍ଧା ପାଣିଗ୍ରାହୀଙ୍କୁ ରାୟଗଡ଼ା, ବାସନ୍ତୀ ମହାପାତ୍ରଙ୍କୁ ବାଲେଶ୍ବର, ରୁନୁ ଜେନାଙ୍କୁ ନୟାଗଡ଼, ସଂଯୁକ୍ତା ମହଲଙ୍କୁ ଜଗତସିଂହପୁର, ନିବେଦିତା ମହାନ୍ତିଙ୍କୁ ମାଲକାନଗିରି, ମମତା ବିଶୋୟୀଙ୍କୁ କନ୍ଧମାଳ, ନିବେଦିତା ନାୟକଙ୍କୁ ସମ୍ବଲପୁର, ସବିତା ମହାପାତ୍ରଙ୍କୁ କେନ୍ଦ୍ରାପଡ଼ା, କଲ୍ୟାଣୀ ନାୟକଙ୍କୁ ବଲାଙ୍ଗୀର, ପୁଷ୍ପାଞ୍ଜଳି ରଣାଙ୍କୁ ଅନୁଗୋଳ, ଅନିମା କହଁରଙ୍କୁ କଳାହାଣ୍ଡି, ସନ୍ଧ୍ୟା ବିଶ୍ବାଳଙ୍କୁ ପୁରୀ, ପ୍ରଭାସିନୀ ନନ୍ଦଙ୍କୁ ସୋନପୁର, ଭାରତୀ ସିଂହଙ୍କୁ ଯାଜପୁର, ମାଳତୀ ସାହୁଙ୍କୁ ନୂଆପଡ଼ା, ମୀରା ପରିଡ଼ାଙ୍କୁ କୋରାପୁଟ, ଗୋପା ମହାନନ୍ଦଙ୍କୁ ବରଗଡ଼, ସୁଭଦ୍ରା ଦାସଙ୍କୁ ଭଦ୍ରକ, ପୁଷ୍ପାଞ୍ଜଳି ପାଣ୍ଡେଙ୍କୁ ନବରଙ୍ଗପୁର, ରଞ୍ଜୁଲତା ରାୟଙ୍କୁ ଢେଙ୍କାନାଳ, ସନ୍ଧ୍ୟାରାଣୀ ଲାକ୍ରାଙ୍କୁ ଝାରସୁଗୁଡ଼ା, ସିପ୍ରା ମହାନ୍ତିଙ୍କୁ ବୌଦ୍ଧ, ଜୟଶ୍ରୀ ଦାସଙ୍କୁ ଗଜପତି, ବନଜା ମହାନ୍ତିଙ୍କୁ ଦେବଗଡ଼ ଦାୟିତ୍ବ ଦିଆଯାଇଛି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories