www.samajalive.in
Saturday, December 6, 2025
26.1 C
Bhubaneswar

ଦିନ ୧୨ଟା – ମୁଖ୍ୟ ଖବର

ମୁମ୍ବଇରେ ବୋମା ଆତଙ୍କ; ୩ଟି ଷ୍ଟେସନ ଓ ଅମିତାଙ୍କ ବାସଭବନରେ ସୁରକ୍ଷା କଡାକଡି

ତୁରନ୍ତ ଆଫଗାନିସ୍ତାନ ଛାଡିବାକୁ ବ୍ରିଟେନ ନାଗରିକଙ୍କୁ ନିର୍ଦ୍ଦେଶ

- Advertisement -

ଆଜି ରାଜ୍ୟରେ ୧୦୯୬ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୬୩୭ ଓ ସ୍ଥାନୀୟ ସଂକ୍ରମିତ ୪୫୯

ରାଜ୍ୟରେ କରୋନା ସଂକ୍ରମଣରେ ଗଲା ୬୪ ଜୀବନ, ଖୋର୍ଦ୍ଧାରୁ ସର୍ବାଧିକ ୨୭ ଜଣଙ୍କର ମୃତ୍ୟୁ

ଦେଶରେ ଆଜି ୩୮ ହଜାର ୬୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୮୯୫୩୮୫କୁ ବୃଦ୍ଧି

ଦେଶରେ ଆଜି କରୋନାରୁ ୪୦୦୧୭ ସୁସ୍ଥ ହୋଇଥିବା ବେଳେ ୬୧୭ ଜଣଙ୍କ ମୃତ୍ୟୁ ଘଟିଛି

ସାଇବେରିଆ ଗୁମ୍ଫାରୁ ମିଳିଲା ୨୮ ହଜାର ବର୍ଷ ପୁରାତନ ବରଫ ପାଲଟିଯାଇଥିବା ସିଂହ ଶାବକ

ଦେଶରେ ଏବେ ୪୧୨୧୫୩ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଚିକିତ୍ସାଧୀନ ଅଛନ୍ତି

ବଲାଙ୍ଗିର ଗସ୍ତରେ ଯାଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ନକ୍ସଲ ମୁକାବିଲା ନେଇ ହେବ ସମୀକ୍ଷା

ବ୍ରହ୍ମପୁର ସ୍ଥିତ କୋଭିଡ୍ ହସ୍ପିଟାଲରୁ ଚିକିତ୍ସାଧୀନ ବନ୍ଦୀ ଗାଏବ, ବାଲିଗୁଡ଼ା ସବ୍‌ଜେଲ୍‌ରେ ଅସୁସ୍ଥ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଇଁତଳା ବ୍ଲକର ବରିଷ୍ଠ କିରାଣି ରବୀନ୍ଦ୍ର ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍

ସୁନ୍ଦରଗଡ଼ରେ ରାଜ୍ୟର ୨ୟ ଏମ୍ସ ପ୍ରତିଷ୍ଠା ଦାବିରେ ସହରରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ପାଳନ

ଏମ୍ସିଏଲ ର ନିଶିଗନ୍ଧା କ୍ଲବ ଗୃହରେ ଭୟାବହ ଅଗ୍ନିକାଣ୍ଡ

ଏମକେସିଜି କୋଭିଡ ହସ୍ପିଟାଲରୁ କଏଦୀ ଚମ୍ପଟ

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories