ମହିଳା ହକି ଟିମକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର : ମହିଳା ହକି ଟିମ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି । ଭିଡିଓ କନଫରେନସିଂରେ ନବୀନ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ରେଟ ବ୍ରିଟେନ ବିରୋଧରେ ସଂଘର୍ଷପୂର୍ଣ୍ଣ ବ୍ରୋଞ୍ଚ ଲଢେଇରେ ପରାସ୍ତ ହୋଇଥିଲେ ମଧ୍ୟ ମନୋବଳ ଦୃଢ କରିବାକୁ ନବୀନ କହିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ମହିଳା ହକି ଟିମ । ଦଳରେ ୨ ଜଣ ଓଡିଆ ଖେଳାଳୀ ମଧ୍ୟ ଅଛନ୍ତି ।
Congratulate Indian Women's Hockey Team for putting up a brave fight against Great Britain at #Tokyo2020. Keep your fighting spirit up and keep inspiring. Wish you all the very best for future. #Cheer4India#womenhockeyindia
— Naveen Patnaik (@Naveen_Odisha) August 6, 2021
Comments are closed.