www.samajalive.in
Saturday, December 13, 2025
26.1 C
Bhubaneswar

୧୫୩୯ ଗର୍ଭବତୀ ନେଲେଣି ଟିକା

ଭୁବନେଶ୍ବର: ରାଜ୍ୟରେ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଟିକାଦାନ କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ୧କୋଟି ୪୦ଲକ୍ଷ ୪୩ହଜାର ୭୦୮ ସଂଖ୍ୟକ ଟିକା ପ୍ରଦାନ କରାଗଲାଣି। ଭାରତ ସରକାରଙ୍କ ନିର୍ଦେଶକ୍ରମେ ତୃତୀୟ ପର୍ଯ୍ୟାୟରେ ଗର୍ଭବତୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ଟିକାଦାନ କାର୍ଯ୍ୟକ୍ରମରେ ଇତିମଧ୍ୟରେ ୧୫୩୯ଜଣ ଗର୍ଭବତୀ ଟିକା ନେଇ ସାରିଲେଣି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ ଆଜି ୫୯୩ଟି କେନ୍ଦ୍ରରେ ୧ଲକ୍ଷ ୧୨ହଜାର ୩୩୦ଜଣ ହିତାଧିକାରୀ ଟିକା ନେଇଛନ୍ତି। ଆସନ୍ତାକାଲି ରବିବାର ସତ୍ତ୍ବେ ଗଞ୍ଜାମ, ପୁରୀ, ରାୟଗଡା ଓ ସୁନ୍ଦରଗଡ଼ରେ ଟିକାକରଣ କରାଯିବ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories