ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଦାଶରଥିପୁର ରାସ୍ତା କଡ଼ରୁ ଆଜି ଏକ କ୍ଷତାକ୍ତ ଗାଡ଼ଭାଲୁ ଛୁଆକୁ ଗ୍ରାମବାସୀ ଉଦ୍ଧାର କରିଥିଲେ। ଏନେଇ ସେମାନେ ବନବିଭାଗକୁ ଜଣାଇବା ପରେ ଖୀରେଇଟାଙ୍ଗିରି ବନପାଳ ଅମୂଲ୍ୟ ସେନାପତି ଓ ବନରକ୍ଷୀ ଆଶାମଣୀ ସାହୁ ଘଟଣା ସ୍ଥଳକୁ ଯାଇ ଛୁଆ ଭାଲୁଟିକୁ ବନ କାର୍ଯ୍ୟାଳୟକୁ ଆଣି ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ ଦ୍ଵାରା ଚିକିତ୍ସା କରାଇଛନ୍ତି। ଭାଲୁ ଛୁଆଟି ସୁସ୍ଥ ହେବାପରେ ତାହାର ମାଆ ଭାଲୁ ରହୁଥିବା ଯାଗାରେ ଛଡାଯିବ ବୋଲି ସୂଚନା ଦିଆଯାଇଛି।
Popular Categories



