www.samajalive.in
Saturday, December 13, 2025
26.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଲାଉର ଉପକାରିତା

ଲାଉର ତରକାରୀ ଖାଇବାକୁ ସ୍ୱାଦିଷ୍ଟ ଲାଗେ। ସମସ୍ତେ ମଧ୍ୟ ଖାଇଥାଆନ୍ତି। ମାତ୍ର ଏହାର ତରକାରୀ ବ୍ୟତୀତ ଏହାକୁ ଜୁସ କରି ପିଇଲେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭ ଦାୟକ ଅଟେ। ଲାଉକୁ ଜୁସ୍‍ କରିବା ନିମନ୍ତେ ଏହାର ଚୋପାଛଡ଼ାଇ ଛୋଟ ଛୋଟ ଖଣ୍ଡ ଖଣ୍ଡ କରି ଅଳ୍ପ ପୋଦିନା ପତ୍ର , ଲୁଣ ସାମାନ୍ୟ , ଜିରା ଗୁଣ୍ଡ ପକାଇ ଏହି ଜୁସ୍‍ ପ୍ରସ୍ତୁତ କରନ୍ତୁ। ଏହାକୁ ପିଇଲେ କି କି ଲାଭ ମିଳେ ଜାଣନ୍ତୁ……
ପାଚନ କ୍ରିୟାକୁ ସୁସ୍ଥ ରଖେ- ବହୁ ଲୋକଙ୍କର ହଜମ କ୍ରିୟାରେ ଅସୁବିଧା ଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ତେଣୁ ଲାଉରେ ଏପରି କିଛି ବିଶେଷତ୍ୱ ରହିଛିି ଯାହାକୁ ଜୁସ୍‍ କରି ପିଇଲେ ହଜମ ଶକ୍ତି ବଢିବା ସହ ଗ୍ୟାସ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ମୋଟା ପଣ ଦୂର କରେ – ନିୟମିତ ଲାଉକୁ ଜୁସ୍‍ କରି ପିଇବା ଦ୍ୱାରା ମୋଟା ପଣ ଦୂର ହୋଇଥାଏ।
ରକ୍ତଚାପ ନିୟନ୍ତ୍ରଣ କରେ – ରକ୍ତଚାପ ସଭିଁଙ୍କ ପାଇଁ ଏକ ବିରାଟ ସମସ୍ୟା ସାଜିଛି। ମାତ୍ର ଲାଉରେ ଅଧିକ ପୋଟାସିୟମ ଥିବାରୁ ଏହାକୁ ଜୁସ କରି ପିଇଲେ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories