www.samajalive.in
Saturday, December 6, 2025
23.1 C
Bhubaneswar

କଖଡୀରେ ସ୍ନାନ ପୂର୍ଣ୍ଣିମା

ଗୁରୁଡିଝାଟିଆ : ଆଠଗଡ ନିିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଖଡି ଗାଁର ମହାପ୍ରଭୂ ଜଗନ୍ନାଥଙ୍କ ସ୍ନାନ ପୂର୍ଣ୍ଣିମା କୋଭିଡ କଟକଣା ଭିତରେ ଅନୁଷ୍ଠିତ ହୋଇଛି। ପ୍ରଭୂଙ୍କୁ ପହଣ୍ଡି କରାଯାଇ ସ୍ନାନମଣ୍ଡପକୁ ଅଣାଯାଇଥିଲା। ବିଧି ଅନୁଯାୟୀ ସ୍ନାନ କରାଯିବା ପରେ ପ୍ରଭୂଙ୍କ ହାତୀବେଶ ଅନୁଷ୍ଠିତ ହୋଇଥିଲା। ଗାଁ ସଭାପତି ଦିଲ୍ଲିପ ଛତାରଙ୍କ ଉପସ୍ଥିତିରେ ଦେବୋତ୍ତର ସୁପରଭାଇଜର ଅଫିସର ନାୟକ, ଚନ୍ଦ୍ରଶେଖର ପରିଡ଼ା, ସୁରେନ୍ଦ୍ର ମହାନ୍ତି, ପମୁଖ ଉପସ୍ଥିତ ରହିଥିଲେ। ପୂଜକ ଶକ୍ତିପ୍ରସାଦ ପତି ପ୍ରଭୂଙ୍କ ନୀତିକାନ୍ତି ସମାପନ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories