www.samajalive.in
Wednesday, December 10, 2025
16.1 C
Bhubaneswar

ସନ୍ଧ୍ୟା ୭ଟା – ମୁଖ୍ୟ ଖବର

୧. ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗ ଦେଇଛନ୍ତି ଜମ୍ମୁକାଶ୍ମୀରର ୧୪ ଜଣ ନେତା
୨. ସ୍ନାନବେଦୀକୁ ବିଜେ ହେଲେ ତିନିଠାକୁର, ପୁରୀ ଶ୍ରୀକ୍ଷେତ୍ରରେ ଶାନ୍ତିଶୃଙ୍ଖଳାର ସହ ହୋଇଛି ସ୍ନାନଯାତ୍ରା
୩. କରୋନାରେ ଦୁଇ ମାଓ ନେତା ହରିଭୂଷଣ ଓ ସାରକାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲା ଲାଲବାହିନୀ, ୪୦୦ ରାଉଣ୍ଡ ଗୁଳି ସହ ପୁଲିସ ନିକଟରେ ଆତ୍ମା ସମର୍ପଣ କଲେ ୨ କରୋନା ଆକ୍ରାନ୍ତ ମାଓବାଦୀ
୪.
୫. କୋଭିଡ୍ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ୍ ସଂପର୍କିତ ଜନସ୍ୱାର୍ଥ ମାମଲା ହାଇକୋର୍ଟରେ ଖାରଜ ତେବେ ଅନ୍ୟ ଏକ ମାମଲାରେ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ
୬. ପାରିବାରିକ ବିବାଦ ମାମଲାରେ କାଲି ଭଳି ଆଜି ବି ମଧ୍ୟସ୍ଥ କେନ୍ଦ୍ରକୁ ଆସିଲେନି ସାଂସଦ ଅନୁଭବଙ୍କ ପତ୍ନୀ ବର୍ଷା, ବାରମ୍ବାର ନୋଟିସ ସତ୍ତ୍ୱେ ବି ବର୍ଷା ଆସୁନଥିବା ଅଭିଯୋଗ କଲେ ଅନୁଭବ
୭. ୨୦୧୯ ଏପ୍ରିଲ ୧୩ ନିର୍ବାଚନ ରାଲିରେ ବିବାଦୀୟ ଭାଷଣ ପରେ ଏକ ମାନହାନି ମାମଲାରେ ଆଜି ସୁରତ କୋର୍ଟରେ ହାଜର ହେଲେ କଂଗ୍ରେସ ନେତା ରାହୁଲ ଗାନ୍ଧି
୮. ବାଲେଶ୍ୱର ବସ୍ତା ଅଞ୍ଚଳରୁ ୨ କେଜି ୧୨ ଗ୍ରାମ ବ୍ରାଉନସୁଗାର ଜବତ, ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା, ଜଣେ ଗିରଫ
୯. ନକଲି ଔଷଧ କାରବାର କରୁଥିବା ସଂସ୍ଥାର ପରିଚାଳନା ନିର୍ଦେଶକ ଶିବ ପ୍ରସନ୍ନଙ୍କୁ ଗିରଫ କଲା ସ୍ୱତନ୍ତ୍ର କାର୍ଯ୍ୟ ଦଳ
୧୦. ଆସନ୍ତାକାଲି ସନ୍ଧ୍ୟା ୬ଟାରେ ପ୍ରକାଶ ପାଇବା ଦଶମ ବୋର୍ଡ, ସଂସ୍କୃତ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories