www.samajalive.in
Sunday, December 14, 2025
26.1 C
Bhubaneswar

ଫେସବୁକ ଓ ଟେଲିଗ୍ରାମ ଉପରେ ରୁଷିଆର ସାନି ଜରିମାନା

ମସ୍କୋ: ନିଷେଧ କରାଯାଇଥିବା ବିଷୟବସ୍ତୁକୁ ହଟାଇବାରେ ବିଫଳ ହୋଇଥିବାରୁ ରୁଷିଆର ମସ୍କୋସ୍ଥିତ ଏକ ଜିଲା ଅଦାଲତ ଫେସବୁକ ଓ ଟେଲିଗ୍ରାମ ଉପରେ ବହୁକୋଟି ରୁବଲ୍‍ (ରୁଷୀୟ ମୁଦ୍ରା) ଜରିମାନା କରିଛନ୍ତି। ଅଦାଲତ ଫେସବୁକ ବିରୁଦ୍ଧରେ ଚାରିଟି ବିଷୟକୁ ନେଇ ମୋଟ ୧୭ ନିୟୁତ ରୁବଲ (୨୩୬,୦୦୦ ଡଲାର) ଜରିମାନା କରିଥିବା ସରକାରୀ ସୂତ୍ରରୁ କୁହାଯାଇଛି। ସେହିଭଳି ଟେଲିଗ୍ରାମ ବିରୁଦ୍ଧରେ ପ୍ରଶାସନିକ ଅପରାଧ ପାଇଁ ରୁଷୀୟ ଆଇନ ଅନୁଯାୟୀ ୧୦ ନିୟୁତ ରୁବଲ ଜରିମାନା କରାଯାଇଛି। ତେବେ ଫେସବୁକ ଏବଂ ଟେଲିଗ୍ରାମରେ କେଉଁ ବିଷୟ ରୁଷିଆର ଆଇନର ବିରୁଦ୍ଧାଚରଣ କରିଛି ତାହା ଦେଶର ସରକାରୀ ସୂତ୍ରରୁ ସ୍ପଷ୍ଟ କରାଯାଇନାହିଁ। ଗତ ମାସରେ ମଧ୍ୟ ଏହି ଦୁଇ ସଂସ୍ଥା ଉପରେ ଯଥାକ୍ରମେ ୨୬ ନିୟୁତ ଓ ୫ ନିୟୁତ ରୁବଲ ଜରିମାନା କରାଯାଇଥିଲା।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories