www.samajalive.in
Saturday, December 13, 2025
27.1 C
Bhubaneswar

ଆଜି ରାଜ୍ୟରେ ସୁସ୍ଥ ହେଲେ ୧୦୬୦୧ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୫୭୭୯୮୩କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୧୦୬୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୫୭୭୯୮୩କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୩୮୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ ୯୨୭, ଅନୁଗୁଳ ୫୫୬, ସୁନ୍ଦରଗଡ଼ ୫୧୫, ବାଲେଶ୍ବର ୫୦୧, ସମ୍ବଲପୁର ୪୯୩, ପୁରୀ ୪୬୯, ମୟୂରଭଞ୍ଜ ୪୬୪, ବଲାଙ୍ଗିର ୪୫୯, ଝାରସୁଗୁଡ଼ା ୩୯୭, ବରଗଡ଼ ୩୮୧, ଯାଜପୁର ୩୫୪, ନବରଙ୍ଗପୁର ୩୨୯, ନୟାଗଡ଼ ୨୮୭, ନୟାଗଡ଼ ୨୮୭, ଷ୍ଟେଟପୁଲ ୨୬୬, କଳାହାଣ୍ଡି ୨୫୯, ଗଞ୍ଜାମ ୨୪୭, ନୂଆପଡ଼ା ୨୪୭, ଜଗତସିହପୁର ୨୪୪, କେନ୍ଦୁଝର ୨୩୦, ଭଦ୍ରକ ୨୧୬, ଢେଙ୍କାନାଳ ୨୧୨, କୋରାପୁଟ ୧୫୮, ସୋନପୁର ୧୫୬, ବୌଦ୍ଧ ୧୫୨, କେନ୍ଦ୍ରାପଡ଼ା ୧୪୭, ରାୟଗଡ଼ା ୧୨୮, ଗଜପତି ୧୨୬, ମାଲକାନଗିରି ୧୦୧, ଦେବଗଡ଼ ୧୦୦ ଓ କନ୍ଧମାଳ ଜିଲାରୁ ୯୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

- Advertisement -

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories