www.samajalive.in
Thursday, December 11, 2025
18.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ନେପାଳ ରାଜନୀତିରେ ନୂଆ ମୋଡ଼: ସଂସଦ ଭଙ୍ଗ କଲେ ରାଷ୍ଟ୍ରପତି, ନଭେମ୍ବରରେ ହେବ ମଧ୍ୟବର୍ତ୍ତୀ ନିର୍ବାଚନ

ସାମାଜିକ ଗଣମାଧ୍ୟମ କମ୍ପାନୀଗୁଡ଼ିକୁ କେନ୍ଦ୍ରର ନିର୍ଦେଶ: କରୋନାର ଭାରତୀୟ ଭାରିଆଣ୍ଟ ସମ୍ପର୍କିତ ଖବର ହଟାଅ

- Advertisement -

ପଦମପୁର ସବ୍‍ ଜେଲ୍‍ରୁ ୮୩ କଏଦୀ କରୋନା ପଜିଟିଭ୍‍ ଚିହ୍ନଟ

ମୋବାଇଲରୁ ମିଳିବ କୋଭିଡ ପରୀକ୍ଷା ରିପୋର୍ଟ, ପରୀକ୍ଷା କେନ୍ଦ୍ର ଯିଵା ଦରକାର ନାହିଁ

–ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପ୍ରତିକ୍ରିୟା। ଆଜି ସକା​ଳେ ସୃଷ୍ଟ ଲଘୁଚାପ ଆସନ୍ତାକାଲି ଅବପାତରେ ପରିଣତ ହେବ।

–୨୪ ତାରିଖ ସକାଳେ ଏହା ବାତ୍ୟାରେ ରୂପାନ୍ତରିତ ହେବ। ୨୬ ତାରିଖ ସନ୍ଧ୍ୟାରେ ବାତ୍ୟା ଉପକୂଳ ଅତିକ୍ରମ କରିବ

–ବାତ୍ୟା ପ୍ରଭାବରେ ୨୫ ଅପରାହ୍ଣରୁ ବର୍ଷା ଆରମ୍ଭ ହୋଇଯିବ। ଉତ୍ତର ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ

–ଉପକୂଳ ଛୁଇଁଲା ବେଳକୁ ପବନ ବେଗ ୧୨୦ରୁ ୧୬୫ କିମି ରହିବ। ସ୍ଥଳ ବିଶେଷରେ ମଝିରେ ମଝିରେ ପବନର ବେଗ ୧୮୫ ଛୁଇଁପାରେ।

–ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା। ସମ୍ଭାବ୍ୟ ବାତ୍ୟା ନେଇ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରସ୍ତୁତ। ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିବି : ଶ୍ରୀ ପ୍ରଧାନ

–ପୁରୀ: ପୁଣି ଦୁଇ ସେବାୟତ ପଜିଟିଭ୍‍, ୨୦ ସେବାୟତ କରୋନା ପଜିଟିଭ୍‍ ଚିହ୍ନଟ

–ବଣାଇ:ରାସ୍ତାରୁ ୧୫ଫୁଟ ତଳକୁ ଖସିଲା ବାଇକ, ୨ ମୃତ। ବଣାଇ ଥାନା ନରେନ୍ଦ୍ର ଗାଁ ନିକଟ ବାଲିଘାଟ ନିକଟରେ ଦୁର୍ଘଟଣା

–ଓଡ଼ିଶାର ୨୮ ଜିଲାରେ ୧୦%ରୁ ଅଧିକ କରୋନା ସଂକ୍ରମିତ-ସୂଚନା ଦେଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ

–ଗତ ୧୫ଦିନ ହେଲାଣି ଲଗାତାର ଭାବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା କମୁଛି। ମେ’ ୧୦ରେ ୨୪% ପଜିଟିଭ ଥିଲା, ଆଜି ଖସି ୧୨.୪% ରହିଛି।

–ଗଲା ୧୨ ଦିନ ହେଲାଣି ସଂକ୍ରମଣ ହାର ୨୦% ତଳେ ରହିଛି। ଏବେ ସଂକ୍ରମିତଙ୍କ ମଧ୍ୟରୁ ୧୦ଟି ରାଜ୍ୟରେ ୭୮ ପ୍ରତିଶତ ଅଛନ୍ତି

–ଦେଶରେ ୬ଟି ରାଜ୍ୟରେ ମୃତ୍ୟୁହାର ସର୍ବାଧିକ ରହିଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତର ପ୍ରଦେଶ, ପଞ୍ଜାବ ଓ ଦିଲ୍ଲୀରେ ମୃତ୍ୟୁହାର ବେଶି

–ଏଣିକି ୱେବସାଇଟରେ ମିଳିବ କରୋନା ରିପୋର୍ଟ। ଶୀଘ୍ର ଓ ସୁବିଧାରେ ରିପୋର୍ଟ ଜାଣିବା ପାଇଁ ୱେବସାଇଟରେ ମିଳିବ

– ରାଜ୍ୟରେ ଆଖି ବୁଜିଲେ ଆଉ ୨୬ କରୋନା ଆକ୍ରାନ୍ତ

– ଦିନକରେ ରାଜ୍ୟରେ ନୂଆ ୧୧୧୦୮ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ୧୪୫୧

– ବାତ୍ୟା ‘ୟାସ’ ଆଶଙ୍କା – ୭୪ ଟ୍ରେନ୍ ବାତିଲ

– ଟିକା ସମସ୍ୟା ପାଇଁ କେନ୍ଦ୍ରକୁ ପରୋକ୍ଷରେ ଦାୟୀ କଲା ସିରମ ଇନଷ୍ଟିଚ୍ୟୁଟ୍‌

– ଭବିଷ୍ୟତରେ କୋଭିଡ-୧୯ ସାଧାରଣ ଥଣ୍ଡା ରୋଗରେ ପରିଣତ ହୋଇପାରେ: ଗବେଷକ

– ଗଣତନ୍ତ୍ର ଦିବସରେ ଲାଲ କିଲ୍ଲା ହିଂସା; ୩୨୨୪ ପୃଷ୍ଠାର ଅଭିଯୋଗ ଫର୍ଦ୍ଦ ଦାଖଲ

– ୨୦୨୦ ବିହାର ନିର୍ବାଚନରେ ଭାଜପାର ଖର୍ଚ୍ଚ ୭୧.୭୩ କୋଟି ; ତାରକା ପ୍ରଚାରକଙ୍କ ବିମାନ ଭଡା ୨୪ କୋଟି

– ମୁଣ୍ଡପିଛା ଆୟରେ ଭାରତକୁ ଟପିଲା ବାଂଲାଦେଶ

– ଏୟାର ଇଣ୍ଡିଆ ତଥ୍ୟ ଚୋରି :୪୫ ଲକ୍ଷ ପ୍ରଭାବିତ

– ଚୀନରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୪

– ଜାମ୍ମୁରେ ୧୨୦ ବର୍ଷୀୟା ମହିଳା ନେଲେ କୋଭିଡ ଟିକା

– ଦିଲ୍ଲୀର ନାମ ବଦଳାଇ ଇନ୍ଦ୍ରପ୍ରସ୍ଥ କରାଯାଉ: ସୁବ୍ରମଣ୍ୟନ ସ୍ବାମୀ

– ଜୁନ ପହିଲାରୁ ମଧ୍ୟପ୍ରଦେଶରେ ଖୋଲିବ ତାଲା, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ଘୋଷଣା

– ଡିଏଲଏଫ ଲାଞ୍ଚ ମାମଲାରେ ଲାଲୁଙ୍କୁ କ୍ଲିନ୍‌ଚିଟ୍‌, ସିବିଆଇକୁ ମିଳିଲାନି ପ୍ରମାଣ

– ୨୪ରେ ବାତ୍ୟା ରୂପ ନେବ, ୨୬​‌ରେ ସ୍ଥଳଭାଗ ଛୁଇଁବ ‘ୟାସ୍‌’

– ମଧ୍ୟପ୍ରଦେଶରେ ବ୍ଲାକ ଫଙ୍ଗସ ମହାମାରୀ ଘୋଷିତ; କରୋନା ରୋଗୀ ଭଳି ରଖାଯିବ ରେକର୍ଡ

– ଦିଲ୍ଲୀର ନାମ ବଦଳାଇ ଇନ୍ଦ୍ରପ୍ରସ୍ଥ ରଖିବାକୁ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମଙ୍କ ଦାବି

– ୨ୟ ତରଙ୍ଗରେ ୪୨୦ ଡାକ୍ତରଙ୍କ ମୃତ୍ୟୁ ହୋଇଛି

– ଲଦାଖରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୩.୬

– ଭାରତୀୟ କ୍ରିକେଟ ଦଳର କୋଚ୍‌ ହେବେ ଦ୍ରାଭିଡ୍‌ ! ଶ୍ରୀଲଙ୍କା ଗସ୍ତରେ ଭାର ସମ୍ଭାଳିବେ

– ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୭ ହଜାର ୨୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ ହଜାର ୧୯୪ ଜଣ ପ୍ରାଣ ହରାଇଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories