www.samajalive.in
Tuesday, December 9, 2025
16.1 C
Bhubaneswar

ବେଆଇନ ପଥର ଖଣି ଉପରେ ଚଢ଼ାଉ , ୩ ଟି ପଥର ବୋଝେଇ ଟ୍ରକ ଜବତ

ବେଗୁନିଆ  : ବେଗୁନିଆ ଥାନା ଅଂଚଳରେ ଥିବା ବେଆଇନ ପଥର ଖଣି ଉପରେ ଚଢ଼ାଉ କରାଯାଇ  ୩ ଟି ପଥର ବୋଝେଇ ଟ୍ରକ ଜବତ କରାଯାଇଛି। ଖଣିରୁ  ପଥର ମାଫିଆ ମାନେ ମାଙ୍କଡା ପଥର ଉତ୍ତୋଳନ କରି ରାତି ଅଧିଆ ଚୋରା ଚାଲାଣ କରୁଛନ୍ତି l ଏହାଦ୍ୱାରା ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଉଥିବା ବେଳେ ବେଗୁନିଆ ପୁଲିସ ଏଥିରେ ଲଗାମ ଦେବା ପାଇଁ ଥାନା ଭାରପ୍ରାପ୍ତ ଅଧିକାରୀ ଦାୟିତ୍ୱରେ ଥିବା ଶ୍ରୀକାନ୍ତ ପଣ୍ଡା ଥାନା କର୍ମଚାରୀମାନଙ୍କୁ ସାଙ୍ଗରେ ନେଇ ଓଗାଳପୁର ଠାରେ ଥିବା ବେଆଇନ ପଥର ଖଣି ଉପରେ ଚଢ଼ାଉ କରିଥିଲେ । ସେଠାରୁ ୨ ଟି ପଥର ବୋଝେଇ ମିନିଟ୍ରକ ଏବଂ ଗୋଟିଏ ଟ୍ରକ ଜବତ କରି ଆଣି ତହସିଲ କାର୍ଯ୍ୟାଳୟରେ ରଖିଛନ୍ତି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories