ବଲାଙ୍ଗିର: କରୋନା ମହାମାରୀ ସମୟରେ ଯେତେବେଳେ ସଧାରଣ ଜ୍ୱର ହେଉଥିବା ଜାଣି ବନ୍ଧୁ ପରିଜନ ପାଖ ମାଡୁ ନାହାନ୍ତି। ଏହି ପରି ସମୟରେ ମାହେଶ୍ୱରୀ ସଦସ୍ୟମାନେ ଆନନ୍ଦ ନଗରରେ ରହୁଥିବା ଏକ ଦମ୍ପତି କୋଭିଡ ଆକ୍ରାନ୍ତ ହୋଇ ଅମ୍ଲଜାନ ସ୍ତର ଅତ୍ୟନ୍ତ ତଳକୁ ଖସି ଗୁରୁତର ଅବସ୍ଥାରେ ଥିବା ଜାଣିଥିଲେ। ଅମ୍ଲଜାଲ ସିଲିଣ୍ଡର ପହଞ୍ଚାଇ କିଛି ସମୟରେ ପାଇଁ ତାଙ୍କ ଅମ୍ଲଜାନ ସ୍ତରକୁ ସାଧାରଣ ଅବସ୍ଥାକୁ ଫେରାଇ ଆଣିବା ପରେ ପୁଣି କରୋନା ହସ୍ପିଟାଲରେ ଭର୍ତ୍ତି କରି ନିଜ ସାମାଜିକ ଦାୟିତ୍ୱ ପ୍ରତିପାଦନ କରିଛନ୍ତି।
Popular Categories



