www.samajalive.in
Sunday, December 14, 2025
26.1 C
Bhubaneswar

ଦୀର୍ଘାୟୁ ଚାହୁଁଥିଲେ, ଖାଆନ୍ତୁ ନାହିଁ ଏହି ଖାଦ୍ୟ

ଯଦି ଆପଣ ଦୀର୍ଘ ଦିନ ଯାଏଁ ବଞ୍ଚିବାକୁ ଚାହାନ୍ତି ତେବେ ଭୋଜନରେ ଶ୍ବେତସାରର ମାତ୍ରା ସୀମିତ କରି ଦିଅନ୍ତୁ। କାରଣ ଆବଶ୍ୟକତା ଠାରୁ ଅଧିକ ବା କମ୍ ଶ୍ବେତସାରର ମାତ୍ରା ମୃତ୍ୟୁର କାରଣ ହୋଇପାରେ ବୋଲି ଏକ ସର୍ବେକ୍ଷଣରୁ ଏହା ଜଣାପଡିଛି।

ସର୍ବେକ୍ଷଣର ରିପୋର୍ଟ ଅନୁଯାୟୀ, ଶ୍ବେତସାର ୪୦ ପ୍ରତିଶତରୁ କମ୍ ଓ ୭୦ ପ୍ରତିଶତରୁ ଅଧିକ ସେବନ କରିବା ଦ୍ବାରା ପ୍ରାଣହାନିର ଆଶଙ୍କା ବଢିଯାଇଥାଏ । କିନ୍ତୁ ୫୦ରୁ ୫୫ ପ୍ରତିଶତ ଶ୍ବେତସାର ଗ୍ରହଣ କରୁଥିବା ଲୋକଙ୍କ କ୍ଷେତ୍ରରେ ଏହି ଆଶଙ୍କା କମ୍ ଥାଏ । ବହୁତ ଅଧିକ ବା ବହୁତ କମ୍ ଶ୍ବେତସାର ଶରୀର ପାଇଁ ହାନିକାରକ ହୋଇପାରେ ।

- Advertisement -

ସର୍ବକ୍ଷେଣରେ ୪୫ରୁ ୬୪ ବର୍ଷ ବର୍ଗର ପ୍ରାୟ ୧୫,୪୨୮ ଲୋକଙ୍କୁ ସାମିଲ କରାଯାଇଥିଲା। ପ୍ରତିଦିନ ପୁରୁଷ ପ୍ରତିଯୋଗୀ ୬୦୦-୪୨୦ କିଲୋ କ୍ୟାଲୋରୀ ଓ ମହିଳା ୫୦୦-୩୬୦୦ କିଲୋ କ୍ୟାଲୋରୀ ଗ୍ରହଣ କରୁଥିଲେ ।

ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ, ଆବଶ୍ୟକତାଠାରୁ କମ୍ ଓ ଆବଶ୍ୟକତାଠାରୁ ଅଧିକ ଶ୍ବେତସାର ଗ୍ରହଣ କରୁଥିବା ଲୋକଙ୍କ ଆୟୁଷ ତୁଳନାରେ ସୀମିତ ମାତ୍ରରେ ଶ୍ବେତସାର ଗ୍ରହଣ କରୁଥିବା ଲୋକଙ୍କ ଆୟୁଷ ଅଧିକ ଥିବା ଜଣାପଡିଛି ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories