www.samajalive.in
Sunday, December 7, 2025
26.1 C
Bhubaneswar

ଏହି ବାସନରେ ଖାଦ୍ୟ ଖାଇଲେ ବୃଦ୍ଧି ହୋଇଥାଏ ରୋଗ ପ୍ରତିରୋଧକ ଶକ୍ତି

ରୂପାର ବାସନ ସର୍ବଦା ଜୀବାଣୁ ମୁକ୍ତ ଓ ଏଥିରେ ଖାଦ୍ୟ ଖାଇବା ଦ୍ୱାରା ଶରୀର ପାଇଁ ଖୁବ ଲାଭଦାୟକ। ରୂପାର ଗୁଣ ଶୀତଳତା ପ୍ରଦାନ କରିବା। ଏଥିରେ ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ଶୀତଳତା ମିଳିଥାଏ। ପୁରୁଣା କାଳରେ ଲୋକେ ଖାଦ୍ୟପେୟ ପାଇଁ ଏହି ବାସନର ଅଧିକ ବ୍ୟବହାର କରୁଥିଲେ।  ଜାଣନ୍ତୁ ଏହା ବିଷୟରେ ……..
– ଏହି ବାସନରେ ଖାଦ୍ୟ ଖାଇବା ଦ୍ୱାରା ଉଭୟ ଶାରୀରିକ ଓ ମାନସିକ ବିକାଶ ହୋଇଥାଏ।
– ରୂପାର ବାସନରେ ଖାଦ୍ୟ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ।
– ରୂପାର ଗ୍ଲାସରେ ପାଣି ପିଇବା ଦ୍ୱାରା ପିଲାଙ୍କ ଥଣ୍ଡା ଜନିତ ଓ ପିତ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ।
– ରୂପାର ପାତ୍ରରେ ଯେକୌଣସି ପାନୀୟ ପିଇବା ଖୁବ ହିତକାରକ। ଏପରି କରିବା ଦ୍ୱାରା ପାନୀୟ ଦ୍ରବ୍ୟର – କୌଣସି କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିନଥାଏ।
– ଏହା ଏକ ପ୍ରକାର ଛଣା ଯନ୍ତ୍ର ଭଳି କାର୍ୟ୍ୟ କରିଥାଏ।
– ରୂପାର ବାସନରେ ଖାଦ୍ୟ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ।
– ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories