www.samajalive.in
Sunday, December 7, 2025
14.1 C
Bhubaneswar

ଖରାଦିନେ ନିୟମିତ ଫଳ ସାଲଡ଼ ଖାଆନ୍ତୁ ; ଦହି ପିଅନ୍ତୁ

ଖରାଦିନରେ ପ୍ରାୟତଃ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥାଏ। ଆବଶ୍ୟକତା ଠାରୁ ଅଧିକ ଖାଇବା ହେଉ ମସଲାଯୁକ୍ତ ଓ ଛଣା ଖାଦ୍ୟ ଖାଇବା ଦ୍ୱାରା ପେଟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ବହୁବାର ଏପରି ମଧ୍ୟ ହୋଇଥାଏ ଖରାର ପ୍ରଭାବରେ ହେଉଥିବା ଉଷ୍ଣତା କାରଣରୁ ଭୋକ ମଧ୍ୟ ଲାଗିନଥାଏ। ମାତ୍ର ଭୋକରେ ରହିବା ଦ୍ୱାରା ଆମ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଭୋକ ଠିକ ଭାବେ ନହେଉଥିଲେ କିଛି ସହଜ ଉପାୟ ଅବଲମ୍ବନ କରନ୍ତୁ। ଜାଣନ୍ତୁ ଏହା ବିଷୟରେ …….
ଯଦି ଆପଣଙ୍କୁ ଭୋକ ହେଉନଥାଏ ତେବେ ବାଧ୍ୟରେ ବିଲକୁଲ ଖାଦ୍ୟ ଖାଆନ୍ତୁ ନାହିଁ।
ନିୟମିତ ଦହି ପିଅନ୍ତୁ। ଏହାଦ୍ୱାରା ପେଟ ଥଣ୍ଡା ରହେ। ସଠିକ ଭାବେ ଭୋକ ମଧ୍ୟ ହୋଇଥାଏ।
ନିୟମିତ ଫଳ ସାଲଡ଼ କିମ୍ବା ଫଳ ଚାଟ ଖାଆନ୍ତୁ।
ପଇଡ଼ ପାଣି, ଲସୀ, ଆମ୍ବ ପଣା, ଲେମ୍ବୁ ପାଣି ସରବତ ଆଦିକୁ ନିଜ ପସନ୍ଦ ମୁତାବକ ନିଶ୍ଚୟ ପିଅନ୍ତୁ।
ଆପଣ ଛତୁଆର ସବବତ ମଧ୍ୟ ପିଇପାରିବେ। ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ।
ଜଳଖିଆରେ ଓଟ୍ସ, ବେସନରେ ପ୍ରସ୍ତୁତ ଚକୁଳି, ଉପମା ଖାଆନ୍ତୁ।
ରାତି ସମୟରେ କମ ପରିମାଣରେ ଖାଦ୍ୟ ଖାଆନ୍ତୁ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories