www.samajalive.in
Thursday, December 11, 2025
16.1 C
Bhubaneswar

ଡ଼ିଜିପି ଡିସ୍କ ପୁରସ୍କାର ବିତରଣ କଲେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ

ମାଲକାନଗିରିରେ ପୁଲିସ ଡ଼ିଜି ଅଭୟ ଆଜି ଡ଼ିଜିପି ଡିସ୍କ ପୁରସ୍କାର ବିତରଣ କରିଛନ୍ତି। ସ୍ଥାନୀୟ ସଂସ୍କୃତି ଭବନଠାରେ ଆୟୋଜିତ ସମାରୋହରେ ମାଲକାନଗିରି ଜିଲ୍ଲାର ୩୦ ଜଣ ପୁଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ଓ କୋଭିଡ ଯୋଦ୍ଧା ଭାବେ ଏହି ସେବା ପଦକ ପ୍ରଦାନ କରାଯାଇଥିଲା। ଏହି ଅବସରରେ ନୂତନ ଏସଡ଼ିପିଓ କାର୍ଯାଳୟକୁ ଡ଼ିଜି ଉଦଘାଟନ କରି ଥିଲେl ଡ଼ିପିଓ କାର୍ୟଳୟରେ ଆୟାଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ଅଭୟ ମାଓ ଦମନ କାର୍ଯ୍ୟକ୍ରମ ସହ ଜିଲ୍ଲାର ବିକାଶ କ୍ଷେତ୍ରରେ ମାଲକାନଗିରି ପୋଲିସର ଭୂମିକାକୁ ପ୍ରଶଂସା କରିବା ସହ ଏହି ଅଞ୍ଚଳର ଆଦିବାସୀମାନେ ବିପ୍ଳବି ଚିନ୍ତା ଧାରା ଛାଡି ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହୋଇ ଜିଲ୍ଲାର ସର୍ବାଙ୍ଗୀନ ଉନତି ପାଇଁ ଚିନ୍ତା କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗୁଇନ୍ଦା ନିର୍ଦ୍ଦେଶକ ଆର. କେ. ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର ପ୍ରମୁଖ ଯୋଗ ଦେଇଥିଲେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories