www.samajalive.in
Sunday, December 14, 2025
26.1 C
Bhubaneswar

ନାବାଳିକାକୁ ବଳାତ୍କାର ମାମଲା: ପ୍ରେମିକ ଗିରଫ

ରାୟଗଡ଼ା : ରାୟଗଡ଼ା ସହର ଗୋବିନ୍ଦଚନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟରେ ଅଧ୍ୟୟନରତ ଜଣେ ନାବାଳିକାକୁ ବଳାତ୍କାର କରିବା ମାମଲାରେ ନଦୀକନ୍ଧ ସାହିର ତ୍ରିନାଥ କଣ୍ଡାଗିରି (୨୦) ନାମକ ଜଣେ ଯୁବକକୁ ରାୟଗଡ଼ା ପୁଲିସ୍‍ ସୋମବାର ଗିରଫ କରି କୋର୍ଟ ଚାଲଣ କରିଛି। ନାବାଳିକା ସହ ଗିରଫ ଯୁବକର ପ୍ରେମ ସମ୍ପର୍କ ଥିଲା। କିଛି ଦିନ ତଳେ ନାବାଳିକା ଜଣକ ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ହେବା ପାଇଁ ଆସିଥିଲା। ପରୀକ୍ଷା ପରେ ନାବାଳିକା ଜଣକ ଗର୍ଭବତୀ ଥିବା ଜାଣି ଡାକ୍ତର ପୁଲିସ୍‍କୁ ଖବର ଦେଇଥିଲେ। ପୁଲିସ୍‍ ପହଞ୍ଚି ତଦନ୍ତ କରିବା ପରେ ନାବାଳିକା ଜଣକ ଗର୍ଭବତୀ ହେବା ପଛରେ ତାର ପ୍ରେମିକ ତ୍ରିନାଥ କଣ୍ଡାଗିରି ଥିବା ଜାଣିବାକୁ ପାଇଥିଲେ। ପୁଲିସ୍‍ ତନାଘନା କରି ସୋମବାର ତ୍ରିନାଥକୁ ଗିରଫ କରିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories