www.samajalive.in
Tuesday, December 9, 2025
23.1 C
Bhubaneswar

ସମ୍ପର୍କରେ ମଧୁରତା ପାଇଁ କିଛି ସରଳ ଉପାୟ

ନବଦମ୍ପତି ନିଜସମ୍ପର୍କ ଓ ବୈହିକ ଜୀବନରେ ସର୍ବଦା ମଧୁରତା ଭରିବାକୁ ବାସ୍ତୁରେ ବର୍ଣ୍ଣନା କରାଯାଇଥିବା କିଛି ସହଜ ଉପାୟ ବିଷୟରେ ଜାଣନ୍ତୁ। ଯାହାକୁ ପାଳନ କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
– ନବଦମ୍ପତି ନିଜ କକ୍ଷରେ କାଚରେ ତିଆରି ସାଜ୍ଜସଜ୍ଜା ଜିନିଷ ରଖନ୍ତୁ। ଛୋଟଛୋଟ ରଙ୍ଗବେରଙ୍ଗର ପଥର କିମ୍ବା କ୍ରିଷ୍ଟଲ ମାଳି ଏକ ପାତ୍ରରେ ସଜାଇ ରଖନ୍ତୁ। ସେଥିରେ ଇଚ୍ଛା ଅନୁଯାୟୀ, ମହମବତୀ ମଧ୍ୟ ରଖିପାରିବେ। ଏହା ଦ୍ୱାରା ସକରାତ୍ମକ ଶକ୍ତି ଆସିଥାଏ।
କକ୍ଷରେ ଆଇନା ଥିଲେ ଏହାକୁ ଏକ କପଡ଼ା ଅଥବା ପରଦାରେ ଘୋଡାଇ ରଖନ୍ତୁ। ଧ୍ୟାନ ଦେବେ ଯେପରି ଖଟର ପ୍ରତିବିମ୍ବ ଆଇନାରେ ଦେଖାଯାଉନଥିବ।
ପ୍ରତ୍ୟେକ ଶୁକ୍ରବାର କିମ୍ବା ପୂର୍ଣ୍ଣିମାରେ ପାଣିରେ ଲୁଣ ପକାଇ ଘରକୁ ପୋଛନ୍ତୁ।
କକ୍ଷର କାନ୍ଥରେ ସ୍ୱାମୀ-ସ୍ତ୍ରୀଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ।
ନବଦମ୍ପତି କକ୍ଷରେ କାଠରେ ତିଆରି ଫର୍ଣ୍ଣିଚର ହିଁ ରଖନ୍ତୁ।
କକ୍ଷରେ ହାଲକା ରଙ୍ଗର ସାଜସଜ୍ଜା ଜିନିଷ ହିଁ ରଖନ୍ତୁ।
ଘରର ମୁଖ୍ୟଦ୍ୱାରକୁ ପାଦ କରି ଶୁଅନ୍ତୁ ନାହିଁ।
ନିଜ କକ୍ଷରେ ଖରାପ ବୈଦୁତିକ ଉପକରଣ, ଘଣ୍ଟା,ଖଣ୍ଡିତ ମୂର୍ତ୍ତି କିମ୍ବା ଫଟୋ ରଖନ୍ତୁ ନାହିଁ।
କକ୍ଷରେ ଜଳର ସ୍ରୋତର ଫଟୋ ରଖନ୍ତୁ ନାହିଁ। କକ୍ଷକୁ ସର୍ବଦା ପରିଷ୍କାର ରଖନ୍ତୁ।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories