www.samajalive.in
Sunday, December 14, 2025
26.1 C
Bhubaneswar

ନିଆଳିରେ ଶ୍ରୀଗୁରୁ ଭାଗବତ ଟୁଙ୍ଗୀ ସ୍ଥାପନ

କଟକ : ମା’ଘର ନିଆଳି ବ୍ଲକ ଶାଖାପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମହିଳାଙ୍କୁ ସଶକ୍ତ କରିବା ପାଇଁ ଶ୍ରୀଗୁରୁ ଭାଗବତ ଟୁଙ୍ଗୀ ର ଶୁଭାରମ୍ଭ ହୋଇଛି। । ଏହି ଅବସରରେ ‘ନେତୃତ୍ୱ ରେ ମହିଳା’ ସଂପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
ନିଆଳି ବ୍ଲକ ଶାଖାର ସଭାନେତ୍ରୀ କନକ ଲତା ସାହୁ ସ୍ବାଗତ ଭାଷଣ ଦେଇଥିଲେ ଓ ବିଶିଷ୍ଟ ଅତିଥି ଭାବରେ ଗୋପାଳପୁର ଗୁରୁ ଭାଗବତ ଟୁଙ୍ଗୀର ପ୍ରତିଷ୍ଠାତା ରୀତ। ରାୟ, ଭାରତ ବିକାଶ ପରିଷଦ ଭୁବନେଶ୍ୱର ସମ୍ପାଦକ ପ୍ରମଥେସ ମହାନ୍ତି, ପୂର୍ବତନ ଡି ଜି ଏମ ନାବ।ର୍ଡ ଅଶୋକ କୁମାର ମିଶ୍ର ପୂର୍ବତନ ଏସପି ଦୀପ୍ତି ରଞ୍ଜନ ରାୟ , ମିନାକ୍ଷୀ ମିଶ୍ର, ପୁରଞ୍ଜନ୍ ପାଢ଼ୀ, ନିର୍ମଳା ଧଳ ଯୋଗ ଦେଇଥିବା ବେଳେ ଶତାଧିକ ମା’ ଘର ସଦସ୍ୟା ଉପସ୍ଥିତ ଥିଲେ। ମାତୃଶକ୍ତି ଫାଉଣ୍ଡେସନର ସମ୍ପାଦିକା ଙ୍କୁ ଏହି ଅବସର ରେ ମା ଘର ତରଫରୁ ପୁରସ୍କୃତ କରାଯାଇ ଥିଲା । ଏଥିସହ ଓମ୍ ସରସ୍ୱତୀ ଶିଶୁ ମନ୍ଦିର ସିଠ।ଳ ର ପିଲାମାନେ ପିତା ମାତା ସ୍ତବ ଗ।ନ କରି ଥିଲେ। ଶେଷରେ ନିଆଳି ଶାଖାର ସମ୍ପାଦିକା ରେଣୁକା ସିଂ ଧନ୍ୟ ବାଦ ଅର୍ପଣ କରିଥିଲେ ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories