ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରା ସମୟରେ ଦିଲ୍ଲୀର ଲାଲକିଲାରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ଜଡିତ ଆଉ ଜଣେ ଅଭିଯୁକ୍ତଙ୍କୁ ପୁଲିସ ସୋମବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛି ଯଶପ୍ରୀତ ସିଂହ। ପୁଲିସ କହିବା ଅନୁଯାୟୀ ଜାନୁଆରୀ ୨୬ ହିଂସା ସମୟରେ ଯଶପ୍ରୀତ ଲାଲକିଲାର ଏକ ଗମ୍ବୁଜ ଉପରେ ଚଢିଥିଲା। ଗମ୍ବୁଜ ଉପରେ ସେ ଆପତ୍ତିଜନକ ଅଙ୍ଗଭଙ୍ଗୀ କରିଥିଲା। ଲାଲକିଲା ହିଂସାକୁ ନେଇ ବର୍ତ୍ତମାନ ସୁଦ୍ଧା ୧୨୦ଜଣଙ୍କୁ ଗିରଫ କରାଗଲାଣି।
Popular Categories



