www.samajalive.in
Friday, December 12, 2025
15.1 C
Bhubaneswar

ଫଇନାନ୍ସ କର୍ମଚାରୀଙ୍କ ଠାରୁ ୧୦ ହଜାର ଲୁଟ୍‌ ଅଭିଯୋଗ

ଚୌଦ୍ୱାର : ଗ୍ରାମାଞ୍ଚଳରୁ ଟଙ୍କା ଆଦାୟକରି ଫେରୁଥିବା ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଠାରୁ ୧୦ହଜାର ଟଙ୍କା ଲୁଟ ହୋଇଥିବା ଅଭିଯାଗ ହୋଇଛି। ଚୌଦ୍ୱାରସ୍ଥିତ ଏକ ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଫିଲ୍ଡ ଅଫିସର କାଶୀନାଥ ସାହୁ ଚୌଦ୍ୱାର ଥାନାରେ କରିଥିବା ଅଭିଯୋଗରୁ ପ୍ରକାଶଯେ ସେ ଗୁରୁବାର ଦିନ ଗୁରୁଡ଼ିଝାଟିଆ ଥାନା କୁମାରପୁର ଅଞ୍ଚଳର  ହିତାଧିକାରୀ ମାନଙ୍କ ଠାରୁ ୧୦ ହଜାର ଟଙ୍କା ଆଦାୟକରି ନିଜ ବାଇକ୍‌ରେ ଚୌଦ୍ୱାର ଅଭିମୁଖେ ଫେରୁଥିବା ବେଳେ ଚୌଦ୍ୱାର ଥାନା ଅନ୍ତର୍ଗତ ବଡ଼ ପଦାଗାଁ ନିକଟରେ ଦୁଇଜଣ ଦୁର୍ବୁତ୍ତ ଏକ ବାଇକ୍‌ରେ ଆସି ରାସ୍ତାରେ ତାଙ୍କୁ ଅଟକାଇବା ସହିତ ତାଙ୍କ ମୁଣ୍ଡରେ ଏକ ବନ୍ଧୁକ ଲଗାଇ ତାଙ୍କ ପାଖରୁ ଟଙ୍କାଥିବା ବ୍ୟାଗ୍କୁ ଛଡ଼ାଇନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଅଭିଯୋଗ ପାଇ ଚୌଦ୍ୱାର ଏସ୍ଆଇ ତପସ୍ୱିନୀ କାନୁନ୍‌ଗୋ  ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories