www.samajalive.in
Saturday, December 13, 2025
27.1 C
Bhubaneswar

ଉତ୍ତରାଖଣ୍ଡ ହିମସ୍ଖଳନ: ୧୪ ମୃତଦେହ ଉଦ୍ଧାର

ଉତ୍ତରାଖଣ୍ଡର ଚମୋଲୀ ଜିଲା ଅନ୍ତର୍ଗତ ରେଣୀ ଗାଁରେ ରବିବାର ହିମସ୍ଖଳନ ଯୋଗୁ ଘଟିଥିବା ବନ୍ୟାରେ  ଏଯାଏଁ ୧୪ ମୃତଦେହ ଉଦ୍ଧାର ହୋଇଥିବା ସହ ବନ୍ୟା ପାଣିରେ ହଜିଯାଇ ୧୫୦ରୁ ଅଧିକ ବର୍ତ୍ତମାନ ମଧ୍ୟ ନିଖୋଜ ରହିଛନ୍ତି।
ହିମସ୍ଖଳନ ଯୋଗୁ ଗଙ୍ଗା ନଦୀରେ ବନ୍ୟା ସୃଷ୍ଟି ହୋଇଛି। ଏହାଦ୍ବାରା ଚମୋଲୀରୁ ହରିଦ୍ବାର ପର୍ୟ୍ୟନ୍ତ ବନ୍ୟାର ବିପଦ ସୃଷ୍ଟି ହୋଇଛି। ଘଟଣା ପରେ ଏନଡିଆରଏଫ, ବାୟୁସେନା, ଆଇଟିବିପି ଏବଂ ଏସଡିଆରଏଫ ଯବାନମାନେ ପହଞ୍ଚି ପ୍ରଶାସନ ସହିତ ମିଶି ଉଦ୍ଧାର କାର୍ୟ୍ୟକୁ ତ୍ବରିତ୍ବ କରିଛି।
ସୂଚନାଯୋଗ୍ୟ, ପୂର୍ବରୁ ଏହି ଅଘଟଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସନ୍ଧ୍ୟା ସୁଦ୍ଧା ୧୦ ଜଣଙ୍କ ମୃତଦେହକୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇଥିଲା ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ପ୍ରାୟ ୧୫୦ରୁ ଅଧିକ ଶ୍ରମିକ ପ୍ରାଣ ହରାଇଥିବା ନେଇ ରାଜ୍ୟ  ମୁଖ୍ୟ ଶାସନ ସଚିବ ଆଶଙ୍କା ପ୍ରକାଶ କରିଛନ୍ତି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories