www.samajalive.in
Saturday, December 6, 2025
15.1 C
Bhubaneswar

ଜିଏସ୍‍ଟି ପରିଷଦ ବୈଠକ ଆଜି

ନୂଆଦିଲ୍ଲୀ :ଦ୍ରବ୍ୟ ଏବଂ ସେବା କର (ଜିଏସ୍‍ଟି) ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ବସିବାକୁ ଯାଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋ‌ାୟଲଙ୍କ ଅଧ୍ୟକ୍ଷତା​‌ରେ ବସିବାକୁ ଥିବା ଏହି ବୈଠକରେ ପରିଷଦ ୧୨% ଏବଂ ୧୮% ସ୍ଲାବ୍‌କୁ ୧୪-୧୫% ଏକକ ଟିକସ ସ୍ଲାବ୍‌ ହାରକୁ ପରିବର୍ତ୍ତିତ କରିବା ଉପରେ ନିଷ୍ପତ୍ତି ନିଆଯାଇପାରେ ପରିଷଦର ଏହି ୨୯ ତମ ବୈଠକରେ କ୍ଷୁଦ୍ର ଏବଂ ମଧ୍ୟମ (ଏମ୍‌ଏସ୍‌ଏମ୍‌ଇ) ଉଦ୍ୟୋଗୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ମଧ୍ୟ ସମାଧାନ କରାଯାଇପାରେ ବୈଠକରେ ରାଜ୍ୟ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories