www.samajalive.in
Wednesday, December 10, 2025
14.1 C
Bhubaneswar

ଜାତୀୟ ରାଜପଥରେ ବନ୍ୟଜନ୍ତୁଙ୍କ ନିରାପତ୍ତା, ଖର୍ଚ୍ଚ ହେବ ୧୨ଶହ କୋଟି

କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି, ଜାତୀୟ ରାଜପଥଗୁଡିକରେ ବନ୍ୟଜନ୍ତୁଙ୍କ ନିରାପଦ ଯାତାୟତ ପାଇଁ ବ୍ୟବସ୍ଥା କରିବାକୁ କେନ୍ଦ୍ର ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରଣାଳୟ ୧୨ଶହ କୋଟି ଟଙ୍କା ଖର୍ଚ୍ଚ କରିବ। ସେ ଟୁଇଟ୍‍ କରିଛନ୍ତି ଯେ, ଏହି ଯୋଜନାରେ ନାଗପୁର – ଜବଲପୁର ଜାତୀୟ ରାଜପଥ ଯାହା ପେଞ୍ଚ୍‍ ଜାତୀୟ ପାର୍କ ମଧ୍ୟ ଦେଇଯାଇଛି ସେଠାରେ ସୁଡଙ୍ଗ ନିର୍ମାଣ କରାଯିବ।

- Advertisement -

ସୂଚନାଯୋଗ୍ୟ, ଦେଶରେ ଥିବା ଜାତୀୟ ରାଜପଥଗୁଡିକରେ ବନ୍ୟଜନ୍ତୁଙ୍କ ଯିବାଆସିବା ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟି ଉଭୟ ଜନସାଧାରଣ ଏବଂ ବନ୍ୟଜନ୍ତୁଙ୍କ ମୃତ୍ୟୁ ହେଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories