www.samajalive.in
Sunday, December 14, 2025
23.1 C
Bhubaneswar

କରୀନାଙ୍କ ପ୍ରଶଂସକଙ୍କ ପାଇଁ ‘ଗୁଡ୍‍ ନ୍ୟୁଜ୍‍’

ନୂଆଦିଲ୍ଲୀ : ବଲିଉଡ୍‍ର ବେବୋ ‘କରୀନା କପୁର ଖାନ୍‍’ ତାଙ୍କ ପ୍ରଶଂସକମାନଙ୍କୁ ଏକ ଶୁଭସମ୍ବାଦ ଦେବାକୁ ଯାଉଛନ୍ତି। ଖୁବଶୀଘ୍ର ସେ ପରଦାରେ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ। ଏହି ଯୋଡି ପୂର୍ବରୁ ବଲିଉଡ୍‍କୁ ଅନେକ ସୁପର ହିଟ୍‍ ସିନେମା ଦେଇଛନ୍ତି।
ଏହି ଚଳଚ୍ଚିିତ୍ରରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର ଓ କରୀନା କପୁର ଖାନ୍‍ ଅଭିନୟ କରୁଛନ୍ତି। ଧର୍ମା ପଯୋଜନା ସଂସ୍ଥା ଏହି ଚଳଚ୍ଚିତ୍ର ନିର୍ମାଣ କରୁଛି। ଏହି ଚଳଚ୍ଚିତ୍ରରେ ନିର୍ଦେଶନା ଦେବେ ‘ରାଜ୍‍ ମେହତା’। ‘ହମ୍ପ୍‍ଟି ଶର୍ମା କି ଦୁଲ୍‍ହନିଆ’ ଏବଂ ‘ବଦ୍ରୀନାଥ କି ଦୁଲ୍‍ହନିଆ’ରେ ସହନିର୍ଦେଶକ ଭାବେ କାର୍ଯ୍ୟ କରିଥିବା ‘ରାଜ୍‍ ମେହତା’ ପ୍ରଥମଥର ପାଇଁ ଏହି ଚଳଚ୍ଚିତ୍ରରେ ନିର୍ଦେଶନା ଦେବେ। ଏହି ଚଳଚ୍ଚିତ୍ରରେ ‘ପ୍ୟାର କା ପଞ୍ଚନାମା’ର ଅଭିନେତା ‘କାର୍ତ୍ତିକ ଆୟନ’ମଧ୍ୟ ନଜର ଆସିବେ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories