ମୋଟ ଆକ୍ରାନ୍ତ ଟପିଲା ୩ଲକ୍ଷ ୨୫ ହଜାର ; ନୂଆ ଚିହ୍ନଟ ହେଲେ ୩୫୮
ଭୁବନେଶ୍ୱର : ରାଜ୍ୟରେ ଗତ କିଛି ମାସ ତଳେ ଦୈନିକ ସଂକ୍ରମଣ ୪୦୦୦ ଟପୁଥିବା ବେଳେ ଏବେ ଏହା ୪୦୦ ମଧ୍ୟରେ ସୀମିତ ରହୁଛି। ରାଜ୍ୟରେ ୨୪ ଘଣ୍ଟାରେ ୩୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୨୦୮ ଓ ସ୍ଥାନୀୟ ୧୫୦। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୫୦୫ରେ ପହଞ୍ଚିଛି। ୩,୨୦,୫୮୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩,୦୩୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 17th December
New Positive Cases: 358
In quarantine: 208
Local contacts: 150(Details of local contacts will be shared by concerned District Administration)
District Wise Cases:
1. Angul: 52
2. Balasore: 35
3. Bargarh: 7
4. Bhadrak: 1
5. Balangir: 13— I & PR Department, Odisha (@IPR_Odisha) December 18, 2020
23. Puri: 1
24. Rayagada: 1
25. Sambalpur: 21
26. Sonepur: 1
27. Sundargarh: 29
28. State Pool: 9New recoveries: 376
Cumulative tested: 6536212
Positive: 325505
Recovered: 320584
Active cases: 3039— I & PR Department, Odisha (@IPR_Odisha) December 18, 2020
୨୭ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତ ମଧ୍ୟରୁ ଅନୁଗୁଳରୁ ସର୍ବାଧିକ ୫୨ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ୩୫, ବରଗଡ୭, ଭଦ୍ରକ ୧, ବଲାଙ୍ଗୀର ୧୩, କଟକ ୨୮, ଦେଓଗଡ ୪, ଢେଙ୍କାନାଳ ୫, ଗଜପତି ୪, ଗଞ୍ଜାମ ୫, ଜଗତସିଂହପୁର ୪, ଯାଜପୁର ୧୫, ଝାରସୁଗୁଡ଼ା ୬, କଳାହାଣ୍ଡି ୪, କେନ୍ଦ୍ରାପଡା ୧୧, କେନ୍ଦୁଝର ୮, ଖୋର୍ଦ୍ଧା ୩୬, କୋରାପୁଟ ୮, ମୟୁରଭଞ୍ଜ ୧୭, ନବରଙ୍ଗପୁର ୬, ନୟାଗଡ ୧, ନୂଆପଡ଼ା ୨୬, ପୁରୀ ୧, ରାୟଗଡା ୧, ସମ୍ବଲପୁର ୨୧, ସୋନପୁର ୧, ସୁନ୍ଦରଗଡ ୨୯ ଓ ଷ୍ଟେଟ ପୁଲରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Comments are closed.