www.samajalive.in
Saturday, December 13, 2025
26.1 C
Bhubaneswar

ମୟଙ୍କ ଓ ପୃଥ୍ବୀଙ୍କୁ ଗାଭାସ୍କରଙ୍କ ସମାଲୋଚନା

ମୁମ୍ବଇ : ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟମ୍ୟାଚ୍‌​‌େ​‌ର ଦୁଇ ଭାରତୀୟ ଓପ୍‌ନର ମୟଙ୍କ ଅଗ୍ରୱାଲ ଓ ପୃଥ୍ବୀ ସ’ ଯେପରି ଭାବେ ଆଉଟ୍‌ହେଲେ; ତାହାକୁ ପୂର୍ବତନ ଭାରତୀୟ ଓପ୍‌ନର ସୁନୀଲ ଗାଭାସ୍କର ତୀବ୍ର ସମାଲୋଚନା କରିଛନ୍ତି। ଗାଭାସ୍କର କହିଛନ୍ତି, ବ୍ୟାଟ୍‌ ଓ ପ୍ୟାଡ୍‌ ମଧ୍ୟରେ ଏତେ ଫାଙ୍କା ରଖିବା କୌଣସି ଓପ୍‌ନରଙ୍କୁ ଶୋଭା ଦିଏନା। ଟେଷ୍ଟ କ୍ରିକେଟ୍‌ରେ ତୁମେ ଯଦି ବ୍ୟାଟ୍‌ ଓ ପ୍ୟାଡ୍‌ ମଧ୍ୟରେ ଏତେ ଫାଙ୍କା ରଖିବ; ତେବେ ସ୍ବିଙ୍ଗ୍‌ କରୁଥିବା ବଲ୍‌ ଖେଳିବା ନିଶ୍ଚୟ କଷ୍ଟକର ହେବ। ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ ଗାଭାସ୍କର ସମାଲୋଚନା କରିଛନ୍ତି। ଯେଉଁ ବଲ୍‌ରେ ରକ୍ଷଣାତ୍ମକ ସଟ୍‌ ଖେଳିବା ଉଚିତ; ସେହି ବଲ୍‌ରେ ମୟଙ୍କ ବଡ଼ ସଟ୍‌ ଖେଳିବାର ପ୍ରୟାସ କରିଥିଲେ। ଗାଭାସ୍କର କହିଛନ୍ତି, ଏପରି ସଟ୍‌ ଖେଳିବା ପାଇଁ ପ୍ୟାଡ୍‌ ନିକଟରେ ବ୍ୟାଟ୍‌ ରହିବା ଉଚିତ।​‌ ହେଲେ ମୟଙ୍କଙ୍କ ବ୍ୟାଟ୍‌ ଓ ପ୍ୟାଡ୍‌ ମଧ୍ୟରେ ଏତେ ଫାଙ୍କା ଥିଲା ଯେ ଏହା ମଧ୍ୟରେ ଏକ ଟ୍ରକ୍ ଚାଲି ଯାଇଥାଆନ୍ତା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories