www.samajalive.in
Sunday, December 14, 2025
26.1 C
Bhubaneswar

୨୦୨୦-୨୧ ଖରିଫ୍‍ ବିପଣନ ବର୍ଷ : ୩୬୨. ୩୧ ଲକ୍ଷ ମେଟ୍ରିକ୍‍ ଟନ୍‍ ଧାନ ସଂଗ୍ରହ

ନୂଆଦିଲ୍ଲୀ :  ୨୦୨୦-୨୧ ଖରିଫ୍‍ ବିପଣନ ବର୍ଷ ପାଇଁ ଦେଶରେ ଧାନ ସଂଗ୍ରହ ସୁଚାରୁ ରୂପେ ଚାଲିଛି। ଗତ ୯ ତାରିଖ ସୁଦ୍ଧା ୩୬୨ ଲକ୍ଷ ୩୧ ହଜାର ମେଟ୍ରିକ୍‍ ଟନ୍‍ ଧାନ ସଂଗ୍ରହ କରାଯାଇଛି।

ତେବେ ଗତବର୍ଷର ଏହି ସମୟରେ ୨୯୮ ଲକ୍ଷ ୭୯ ହଜାର ମେଟ୍ରିକ୍‍ ଟନ୍‍ ଧାନ ସଂଗ୍ରହ କରାଯାଇଥିଲା। ଚଳିତ ବର୍ଷ ୨୧. ୨୫ ପ୍ରତିଶତ ଅଧିକ ଧାନ ସଂଗ୍ରହ କରାଯାଇଛି। ମୋଟ୍‍ ସଂଗୃହୀତ ଧାନ ମଧ୍ୟରୁ କେବଳ ପଞ୍ଜାବରୁ ୨୦୨ ଲକ୍ଷ ୭୭ ହଜାର ମେଟ୍ରିକ୍‍ ଟନ୍‍ ସଂଗ୍ରହ କରାଯାଇଛି। ଯାହା ମୋଟ୍‍ ସଂଗୃହୀତ ଧାନର ୫୫.୯୬ %।

- Advertisement -

ପ୍ରାୟ ୩୮ ଲକ୍ଷ ୬୨ ହଜାର କୃଷକ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକ୍ରୟ କରି ଏପର୍ଯ୍ୟନ୍ତ ୬୮ ହଜାର ୪୦୫ କୋଟି ଟଙ୍କା  ପାଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories