www.samajalive.in
Monday, December 8, 2025
13.1 C
Bhubaneswar

ଆଜି ରାଜ୍ୟରେ ସୁସ୍ଥ ହେଲେ ୫୨୩ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୧୬୯୭୦କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୫୨୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବଲାଙ୍ଗିର ୫୫, ମୟୂରଭଞ୍ଜ ୫୨, ଖୋର୍ଦ୍ଧା ୫୧, ସୁନ୍ଦରଗଡ଼ ୪୭, କଟକ ୪୫, ଅନୁଗୁଳ ୩୨, ଯାଜପୁର ୨୯, ବାଲେଶ୍ବର ୨୬, ବରଗଡ଼ ୨୪, ନୂଆପଡ଼ା ୨୪, ଜଗତସିଂହପୁର ୨୧, ସମ୍ବଲପୁର ୧୬, କେନ୍ଦ୍ରାପଡ଼ା ୧୪, ପୁରୀ ୧୩, ଗଞ୍ଜାମ ୯, କେନ୍ଦୁଝର ୯, ରାୟଗଡ଼ା ୯, କୋରାପୁଟ ୮, ନୟାଗଡ଼ ୭, ଭଦ୍ରକ ୬, କଳାହାଣ୍ଡି ୬, ଝାରସୁଗୁଡ଼ା ୩, ମାଲକାନଗିରି ୩, ଢେଙ୍କାନାଳ ୨, ନବରଙ୍ଗପୁର ୨, ଦେବଗଡ଼ ୧ ଏବଂ ଷ୍ଟେଟ୍‌ପୁଲ୍‌ରୁ ୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ରାଜ୍ୟରେ ସୁସ୍ଥ ହୋଇଥିବା କରେନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୬୯୭୦ରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories