www.samajalive.in
Saturday, December 6, 2025
26.1 C
Bhubaneswar

ଛଠ୍ ପର୍ବ ପାଳିତ, ଠାକୁରମୁଣ୍ଡା ମାହୁରୀ ସଂପ୍ରଦାୟଙ୍କ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାର ଅଞ୍ଚଳରେ ବସବାସ କରୁଥିବା ବିହାରୀ ମିହୁରୀ ସଂପ୍ରଦାୟଙ୍କ ଗଣପର୍ବ ଛଠ୍ ନିଷ୍ଠା ଓ ଭକ୍ତିର ସହ ପାଳିତ ହୋଇଯାଇଛି। ଆଜି ବ୍ରତଧାରୀମାନେ ସ୍ଥାନୀୟ କଣ୍ଟାମଲି ନାଳରେ ବୁଡ ପକାଇବା ସହ ସ୍ନାନ ତର୍ପଣ ସାରି ଧୂପଦୀବ ପ୍ରଜ୍ଜ୍ୱଳନ କରି, ଭୋଗ ରାଗ ନୈବିଦ୍ୟ, ଅର୍ପଣ ସହ ସୂର୍ଯ୍ୟ ଦେବତା ଅର୍ଘ୍ୟ ଅର୍ପଣ ପୂର୍ବକ ବ୍ରତୀମାନେ ପୁରାଣ ନୀତି ସଂପାଦନ ପୂର୍ବକ ପୂଜା ନିତି ଶେଷ କରିଥିଲେ । ବିହାରି ମାହୁରୀ ସଂପ୍ରଦାୟ ଙ୍କ ମଧ୍ୟରେ ଛଠ ପୁଜା ପାଳନ କଲେ ବ୍ରତଧାରୀଙ୍କ ମାନସିକ ପୂର୍ଣ୍ଣ ହେବା ସହ ପରିବାରର ମଙ୍ଗଳ, ସୁଖ ସମୃଦ୍ଧି ବୃଦ୍ଧି ହେବାର ବିଶ୍ୱାସ ରହିଛି।ଠାକୁରମୁଣ୍ଡା ଅଞ୍ଚଳରେ ବସବାସ କରୁଥିବା ବିହାରୀ ସଂପ୍ରଦାନ ମଧ୍ୟରେ ଏହି ଛଠ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା । ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ନିୟମ ଅନୁଯାୟୀ ସାମାଜିକ ଦୂରତ୍ୱ ରକ୍ଷା କରି ଅଳ୍ପ ସଂଖ୍ୟକ ବ୍ରତିମାନଙ୍କୁ ନେଇ ପୂଜା କାର୍ଯ୍ୟ ଶେଷ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories