www.samajalive.in
Saturday, December 6, 2025
15.1 C
Bhubaneswar

ଆଶ୍ୱସ୍ତି ଦେଉଛି ହ୍ରାସ କରୋନା ପଜିଟିଭ ସଂଖ୍ୟା ; ନୂଆ ଆକ୍ରାନ୍ତ ୧୨୦୧, ସ୍ଥାନୀୟ ୫୦୪

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପାଉଛି। ୨୪ ଘଣ୍ଟାରେ ୧ହଜାର ୨୦୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୬୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦୪ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଚନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୪,୪୧୫ରେ ପହଞ୍ଚିଛି। ୨,୭୯,୦୯୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୩,୯୧୯ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

- Advertisement -


୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୩୨ ଓ କଟକରୁ ୬୯। ଅନୁଗୁଳରୁ ୪୯, ବାଲେଶ୍ୱର ୪୮, ବରଗଡ ୫୮, ଭଦ୍ରକ ୨୭, ବଲାଙ୍ଗୀର ୫୨, ବୌଦ୍ଧ ୮, ଦେଓଗଡ ୫, ଢେଙ୍କାନାଳ ୧୪, ଗଜପତି ୨, ଗଞ୍ଜାମ ୬୧, ଜଗତସିଂହପୁର ୭୩, ଯାଜପୁର ୨୮, ଝାରସୁଗୁଡ଼ା ୩୫, କଳାହାଣ୍ଡି ୨୬, କନ୍ଧମାଳ ୯, କେନ୍ଦ୍ରାପଡ଼ା ୪୩, କେନ୍ଦୁଝର ୩୨, କୋରାପୁଟ ୨୮, ମାଲକାନଗିରି ୩୦, ମୟୁରଭଞ୍ଜ ୭୩, ନବରଙ୍ଗପୁର ୨୪, ନୟାଗଡ ୧୪, ନୂଆପଡ଼ା ୫୭, ପୁରୀ ୪୩, ରାୟଗଡ଼ା ୧୫, ସମ୍ବଲପୁର ୩୧, ସୋନପୁର ୨୪, ସୁନ୍ଦରଗଡ଼ ୬୭, ଷ୍ଟେଟ ପୁଲରୁ ୨୪ ଚିହ୍ନଟ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories