www.samajalive.in
Saturday, December 6, 2025
17.1 C
Bhubaneswar

ରାଜ୍ୟରେ ନୂଆ କରୋନା ଆକ୍ରାନ୍ତ ୧୫୪୦ ; ମୋଟ ଆକ୍ରାନ୍ତ ୨,୮୫,୪୮୨

ଭୁବନେଶ୍ୱର : ରାଜ୍ୟରେ ହ୍ରାସ ପାଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ଆଶ୍ୱସ୍ତି ମିଳିଛି। ପୂର୍ବରୁ ଦୈନିକ ୪ ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ୨ ହଜାର ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ୧ ହଜାର ୫୪୦ ନୂଆ କରୋନା କରୋନା ଆକ୍ରାନ୍ତ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୮୮୬ ଓ ସ୍ଥାନୀୟ ଅଞ୍ଚଳରୁ ୬୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୫,୪୮୨ରେ ପହଞ୍ଚିଛି। ୨,୬୮,୧୧୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୬,୦୩୦ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

- Advertisement -


୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨୦୮ ଓ କଟକରୁ ୯୯। ଅନୁଗୁଳରୁ ୧୦୦, ବାଲେଶ୍ୱର ୯୨, ବରଗଡ଼ ୪୧, ଭଦ୍ରକ ୯, ବଲାଙ୍ଗୀର ୬୭, ବୌଦ୍ଧ ୩, ଦେଓଗଡ଼ ୭, ଢେଙ୍କାନାଳ ୨୪, ଗଜପତି ୫, ଗଞ୍ଜାମ ୨୯, ଜଗତସିଂହପୁର ୭୮, ଯାଜପୁର ୨୨, ଝାରସୁଗୁଡ଼ା ୪୨, କଳାହାଣ୍ଡି ୪୭, କନ୍ଧମାଳ ୧୪, କେନ୍ଦ୍ରାପଡ଼ା ୬୨, କେନ୍ଦୁଝର ୩୮, କୋରାପୁଟ ୨୬, ମାଲକାନଗିରି ୪୨, ମୟୁରଭଞ୍ଜ ୯୧, ନବରଙ୍ଗପୁର ୪୩, ନୟାଗଡ଼ ୩୩, ନୂଆପଡ଼ା ୫୧, ପୁରୀ ୪୯, ରାୟଗଡ଼ା ୧୦, ସମ୍ବଲପୁର ୩୨, ସୋନପୁର ୨୯, ସୁନ୍ଦରଗଡ଼ ୧୧୧, ଷ୍ଟେଟ ପୁଲରୁ ୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories