www.samajalive.in
Sunday, December 7, 2025
23.1 C
Bhubaneswar

ଭିଜିଲାନ୍ସ ସପ୍ତାହ ପାଳିତ

ଫୁଲବାଣୀ: କରୋନା କଟକଣା ଯୋଗୁଁ ଆଜି ଭିଜିଲାନ୍ସ ସପ୍ତାହ ଅବସରରେ ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟ ପରିସରରେ ସ୍ୱଳ୍ପ କର୍ମଚାରୀଙ୍କ ଉପସ୍ଥିତିରେ ଆରମ୍ଭ ହୋଇଯାଇଛି। ଏହା ଆଗାମି ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ନିଷ୍ଠାର ସହ କାର୍ଯ୍ୟ ତୁଲାଇବା ପାଇଁ ଶପଥ ଗ୍ରହଣ କରାଯାଇଥିଲା। ସେହିପରି ଦେଶରେ ସମସ୍ତେ ସତର୍କତା ଓ ନିଷ୍ପାର ସହିତ କାମ କଲେ ଏକ ସମୃଦ୍ଧ ଓ ସାର୍ଥକ ଭାରତ ଗଠନ କରିହେବ ବୋଲି ଭିଜିଲାନ୍ସ ଏଏସ୍‍ଆଇ ଗିରିଶ ଚନ୍ଦ୍ର ଦାସ ପ୍ରକାଶ କରିଥିଲେ। କାର୍ଯ୍ୟାଳୟ ବାହାରେ ଅନୁଷ୍ଠିତ ଏହି ସପ୍ତାହ ପାଳନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର କର୍ମଚାରୀ ଦିଲିତପ୍‍ କୁମାର ଜେନା, ବିବଜୟ କୁମାର ହଂସ, ୱାଇ.ଭି.ରବିକିରନ, ମନୋଜ କୁମାର ନାୟକ, ଦିଲିପ୍‍ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories