ରାଜ୍ୟରେ ନୂଆ କରୋନା ଆକ୍ରାନ୍ତ ୨୬୦୪; ମୋଟ ଆକ୍ରାନ୍ତ ୨,୫୯,୫୪୧
ଭୁବନେଶ୍ୱର : ରାଜ୍ୟରେ କିଛି ସପ୍ତାହ ପୂର୍ବରୁ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର ହେଉଥିବା ବେଳେ କିଛି ଦିନ ହେବ ଏଥିରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ରାଜ୍ୟରେ ୨୪ ଘଣ୍ଟାରେ ୨ ହଜାର ୬୦୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୫୧୧ ଓ ସ୍ଥାନୀୟ ୧ ହଜାର ୦୯୩ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୯,୫୪୧ରେ ପହଞ୍ଚିଛି। ୨,୩୨,୯୮୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୫,୪୨୮ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Covid-19 Report For 13th October
New Positives Cases: 2604
In quarantine: 1511
Local contacts: 1093(Details of local contacts will be shared by concerned District Administration)
District Wise Cases
1. Angul: 216
2. Balasore: 164
3. Bargarh: 90
4. Bhadrak: 50
5. Balangir: 64— I & PR Department, Odisha (@IPR_Odisha) October 14, 2020
22. Mayurbhanj: 122
23. Nawarangpur: 60
24. Nayagarh: 35
25. Nuapada: 95
26. Puri: 49
27. Rayagada: 21
28. Sambalpur: 49
29. Sonepur: 44
30. Sundargarh: 186
31. State Pool: 74New Recoveries: 2796
Cumulative Tested: 3878992
Positive: 259541
Recovered: 232988
Active Cases: 25428— I & PR Department, Odisha (@IPR_Odisha) October 14, 2020
୩୦ ଜିଲାରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୩୮୫ ଓ କଟକରୁ ୨୦୯। ଅନୁଗୁଳରୁ ୨୧୬, ବାଲେଶ୍ୱର ୧୬୪, ବରଗଡ଼ ୯୦, ଭଦ୍ରକ ୫୦, ବଲାଙ୍ଗୀର ୬୪, ବୌଦ୍ଧ ୩୧, ଦେଓଗଡ ୧୩, ଢେଙ୍କାନାଳ ୩୩, ଗଜପତି ୮, ଗଞ୍ଜାମ ୨୯, ଜଗତସିଂହପୁର ୮୪, ଯାଜପୁର ୧୧୩, ଝାରସୁଗୁଡ଼ା ୫୭, କଳାହାଣ୍ଡି ୭୬, କନ୍ଧମାଳ ୩୮, କେନ୍ଦ୍ରାପଡ଼ା ୭୦, କେନ୍ଦୁଝର ୫୧, କୋରାପୁଟ ୩୧, ମାଲକାନଗିରି ୫୭, ମୟୁରଭଞ୍ଜ ୧୨୨, ନବରଙ୍ଗପୁର ୬୦, ନୟାଗଡ଼ ୩୫, ନୂଆପଡ଼ା ୯୫, ପୁରୀ ୪୯, ରାୟଗଡା ୨୧, ସମ୍ବଲପୁର ୪୯, ସୋନପୁର ୪୪, ସୁନ୍ଦରଗଡ଼ ୧୮୬, ଷ୍ଟେଟ ପୁଲ ୭୪ ଚିହ୍ନଟ ହୋଇଛନ୍ତି।
Comments are closed.