www.samajalive.in
Sunday, December 7, 2025
18.1 C
Bhubaneswar

ଚେନ୍ନଇ ପାଇଁ ୧୭୦ ରନର ଟାର୍ଗେଟ

ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ଶନିବାର ଦ୍ବିତୀୟ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍‌ସ -ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ବେଙ୍ଗାଲୁରୁ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ୧୬୯ ରନ କରିଥିଲା।

ବେଙ୍ଗାଲୁରୁ ପକ୍ଷରୁ ଦେବଦତ ପାଦିକଲ ଓ ଫିଞ୍ଚ୍ ଓପନ କରିଥିଲେ। ଫିଞ୍ଚ୍ ୨ ରନ କରି ଆଉଟ ହୋଇଥିଲେ। ପରେ ଦେବଦତ ପାଦିକଲ ୩୩ ରନ କରି ଆଉଟ ହୋଇଥିଲେ। ଭଲ ଫର୍ମରେ ଥିବା ଏବି. ଡେଭିଲିୟର୍ସ କୌଣିସି ରନ ନ କରି ସାରଦୁଲ ଠାକୁରଙ୍କ ବଲରେ ଆଉଟ ହୋଇଥିଲେ। ପରେ ଓ୍ବାଶିଂଟନ ସୁନ୍ଦର ୧୦ ରନ କରି ଆଉଟ ହୋଇଥିବା ବେଳେ ସୁଭମ ଦୁବେ ବିରାଟ କୋହଲି ଓଭର ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ। ଗୋଟିଏ ପଟେ କୋହଲି ଲଢୁଆ ବ୍ୟାଟିଂ କରି ୯୦ କରି ଅପରାଜିତ ଥିବା ବେଳେ ସୁଭମ ଦୁବେ ତାଙ୍କ ସାଥ ଦେଇ ୨୨ ରନ କରି ଆପରାଜିତ ଥିଲେ।

- Advertisement -

ଚେନ୍ନଇ ପକ୍ଷରୁ ସାର୍ଦୁଲ ଠାକୁର ସର୍ବାଧିକ ୨ଟି ଓ୍ବେକଟ ନେଇଥିବା ବେଳେ ଦିପକ ଚହର ଓ ସାମ କୁରାନ ଗୋଟିଏ ଲେଖାଏଁ ଓ୍ବିକଟ ନେଇଥିଲେ ।

 

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories