ଆଫଗାନିସ୍ତାନର ହେରାଟ-କାନ୍ଦାହାର ଜାତୀୟ ରାଜପଥରେ ବିସ୍ଫୋରଣ; ୨ମୃତ, ୧୦ରୁ ଅଧିକ ଆହତ

କାବୁଲ : ଆଫଗାନିସ୍ତାନର ହେରାଟ-କାନ୍ଦାହାର ଜାତୀୟ ରାଜପଥରେ ଶନିବାର ସକାଳେ ରାସ୍ତା କଡ଼ରେ ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଟୋଲୋ ନ୍ୟୁଜ୍ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.