ପଟ୍ଟାମୁଣ୍ଡାଇ: କ୍ୱାକ୍ର ଇଞ୍ଜେକ୍ସନ ନେଇ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉିତ୍ତେଜନା ପ୍ରକାଶ ପାଇଥିଲା। ମୃତ ନାବାଳକ ଜଣଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍ ବାଲିକଣା ଗାଁରେ ସୁବ୍ରତ ବୋଲି ଜଣାପଡିଛି। ସୂଚନାଅନୁସାରେ ସୁବ୍ରତଙ୍କୁ ଜ୍ୱର ହୋଇଥିଲା। ଆଜି ସକାଳେ ପରିବାର ଲୋକ ତାଙ୍କୁ ଏକ ମେଡିସିନ୍ ଷ୍ଟୋର ଆଣିଥିଲେ । ସେଠାରେ ସୁବତ୍ରଙ୍କୁ କ୍ୱାକ୍ ଇଞ୍ଜେକ୍ସନ୍ ଦିଆଯାଇଥିଲା। ଏହାର କିଛି ସମୟ ପରେ ସୁବ୍ରତଙ୍କ ମୃତ୍ୟୁ ଘଟିଥିଲା।
Popular Categories



