www.samajalive.in
Friday, December 12, 2025
15.1 C
Bhubaneswar

କରୋନାରୁ ଆରୋଗ୍ୟ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡ଼ଲାଇନ ଜାରି

ନୂଆଦିଲ୍ଲୀ : କରୋନା ଆକ୍ରାନ୍ତ ଆରୋଗ୍ୟ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରୋନା ପରବର୍ତ୍ତୀ ପରିଚାଳନା ନେଇ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି। କରୋନାରୁ ସୁସ୍ଥ ପରେ ପ୍ରତ୍ୟେହ ହାଲୁକା ବ୍ୟାୟାମ କରିବା, ସାମର୍ଥ୍ୟ ଅନୁଯାୟୀ ଯୋଗାସନ, ପ୍ରାଣାୟମ ଓ ଧ୍ୟାନ କରିବା, ପ୍ରାତଃ ଓ ସନ୍ଧ୍ୟା ଭ୍ରମଣ ସହ ତଟକା ଖାଦ୍ୟ ଖାଇବା, ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଆୟୂଷ ମେଡ଼ିସିନ ନେବେ, ନିୟମିତ ଚୱନପ୍ରାଶ ଖାଇବା, ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ପାଳନ ସହ ଉଷୁମ ପାଣି ପିଇବା, ଧୂମ୍ରପାନ ଓ ମଦ୍ୟପାନ ଠାରୁ ଦୂରେଇ ରହିବାକୁ ପରାମର୍ଶ, ସ୍ୱାସ୍ଥ୍ୟର ସାମର୍ଥ୍ୟ ଅନୁସାରେ ଘର ଓ କାର୍ଯ୍ୟାଳୟରେ କାମ କରିବେ, ପ୍ରତିଦିନ ଶରୀରର ତାପମାତ୍ରା, ରକ୍ତଚାପ ଓ ମଧୁମେହ ପରୀକ୍ଷା କରିବାକୁ ମଧ୍ୟ ଗାଇଡ଼ଲାଇନରେ ଉଲ୍ଲେଖ ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories