ତେଲୁଗୁ ଅଭିନେତା ଜୟ ପ୍ରକାଶ ରେଡ୍ଡୀଙ୍କ ପରଲୋକ
ନୂଆଦିଲ୍ଲୀ: ତେଲୁଗୁ ଅଭିନେତା ଜୟ ପ୍ରକାଶ ରେଡ୍ଡୀଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ବର୍ଷ ବୟସ ହୋଇଥିଲା। ହୃଦଘାତ ଯୋଗୁଁ ତାଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି। ତାଙ୍କ ପରଲୋକରେ ତେଲୁଗୁ ସନେ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡ଼ୁ ଜୟପ୍ରକାଶ ରେଡ୍ଡୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
Telugu cinema and theatre has lost a gem today with the demise of Jayaprakash Reddy Garu. His versatile performances over several decades have given us many a memorable cinematic moments. My heart goes out to his family and friends in this hour of grief. #JayaPrakashReddy pic.twitter.com/gOCfffmQjP
— N Chandrababu Naidu #StayHomeSaveLives (@ncbn) September 8, 2020
ଜୟ ପ୍ରକାଶ ଉଭୟ ଖଳନାୟକ ଓ ବ୍ୟଙ୍ଗ ଭୂମିକାରେ ଅଭିନୟ କରି ବେଶ ଲୋକପ୍ରିିୟତା ସାଉଁଟିଥିଲେ। ସେ ସିଲଭର ସ୍କ୍ରିନରେ ୪୦ବର୍ଷ ବୟସରେ ଡେବ୍ୟୁ କରିଥିଲେ। ତାଙ୍କୁ ଶେଷ ଥର ପାଇଁ ମହେଶ ବାବୁଙ୍କ ଅଭିନୀତ ଚଳଚ୍ଚିତ୍ର ସାରିଲେରୁ ନେକେଭଭାରୁ (୨୦୨୦) ରେ ଦେଖିବାକୁ ମିଳିଥିଲା
Saddened by the passing of #JayaPrakashReddy garu. One of TFI's finest actor-comedians. Will always cherish the experience of working with him. Heartfelt condolences to his family and loved ones.
— Mahesh Babu (@urstrulyMahesh) September 8, 2020
ତାଙ୍କ ମୃତ୍ୟୁ ଖବର ଶୁଣି ଅନେକ ତେଲୁଗୁ କଳାକାର ଟ୍ବିଟର୍ରେ ଶୋକ ପ୍ରକାଶ କରିିଛନ୍ତି। ଜୁନିୟର୍ ଏନ୍ଟିଆର୍, ମହେଶ ବାବୁ, ସୁଧୀର ବାବୁ, ରାଣା ଡଗୁବତୀ, ରାକୁଲ ପ୍ରୀତ ସିଂ, ଜେନେଲିଆ ଏବଂ ଅନ୍ୟ ଅନେକ ତାରକାମାନେ ସୋସିଆଲ ମିଡିଆରେ ନିଜର ସମବେଦନା ଜଣାଇଥିବାର ଦେଖିବାକୁ ମିଳିଛି।
The loss of #JayaPrakashReddy garu to the industry is irreplaceable. We worked together in so many movies and he always talked about the importance of theatre – his true passion. The thought of not being able to work with him in my movies henceforth is devastating. RIP sir. ? pic.twitter.com/kA7qq0pAZf
— Allari Naresh (@allarinaresh) September 8, 2020
Comments are closed.