www.samajalive.in
Sunday, December 14, 2025
26.1 C
Bhubaneswar

ହଜାର କୋଟି ବ୍ୟାଙ୍କ ଠକେଇ ମାମଲାରେ ଦିଲ୍ଲୀ ଏବଂ ୟୁପିରେ ସିବିଆଇ ଚଢଉ

ନୂଆଦିଲ୍ଲୀ : ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ରୁ ୯୩୮.୮୧ କୋଟି ଟଙ୍କା ଠକେଇ ମାମଲାରେ ମଧ୍ୟପ୍ରଦେଶର ଏକ ଘରୋଇ କମ୍ପାନୀ ମୁରୈନା ଏବଂ ଦିଲ୍ଲୀର ଅନେକ ସ୍ଥାନରେ ସିବିଆଇ ଚଢଉ କରିଛି। ଶୁକ୍ରବାର ଏବଂ ଶନିବାର ମୋଟ ୯ଟି ସ୍ଥାନରେ ହୋଇଥିବା ସିବିଆଇ ଚଢଉ ଏକ ବଡ଼ ସଫଳତା ହାସଲ ମିଳିଛି। ସିବିଆଇ ଅଧିକାରୀମାନେ କମ୍ପାନୀର ଏମ୍‌ଡି, ନର୍ଦେଶକ ଘରୁ ଦେଶ-ବିଦେଶର ଅନେକ ଦସ୍ତାବିଜ ଜବତ କରିଛି।


ସିବିଆଇ ମୁଖପାତ୍ର ଗୌଡଙ୍କ ଅନୁଯାୟୀ, ଦିଲ୍ଲୀ ଏବଂ ମୁରୈନାରେ ଥିବା ତୈଳ କମ୍ପାନୀର କାରଖାନା, କାର୍ଯ୍ୟାଳୟ, ଏମଡି ରମେଶ ଗର୍ଗ ଏବଂ ନିର୍ଦ୍ଦେଶକ ସୌରଭ ଗର୍ଗଙ୍କ ଉପରେ ଚଢଉ କରାଯାଇଥିଲା। ନୂଆଦିଲ୍ଲୀର ବାରଖମ୍ବାରେ କମ୍ପାନୀ ନିର୍ଦ୍ଦେଶକ ସୌରଭ ଗର୍ଗଙ୍କର ମଧ୍ୟ ଏକ କାର୍ଯ୍ୟାଳୟ ରହିଛି। ସେଠାରେ ଶୁକ୍ରବାର ସିବିଆଇ ଚଢଉ କରାଯାଇଥିଲା। ନିର୍ଦ୍ଦେଶକ ଦେବେଶ ଅଗ୍ରୱାଲଙ୍କ ଘରେ ଚଢଉ କରାଯାଇନଥିଲା।

- Advertisement -

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories