www.samajalive.in
Saturday, December 13, 2025
26.1 C
Bhubaneswar

ବର୍ଷାଦିନିଆ ସତର୍କତା

ବର୍ଷା ଋତୁରେ ନିଜ ସ୍ବାସ୍ଥ୍ୟ ତଥା ଘର, ପରିବେଶ ପ୍ରତି ସତର୍କ ରହିବା ଆବଶ୍ୟକ। ଘରେ ଆପଣଙ୍କର କାଠର ଆସବାବପତ୍ର ଥିଲେ, ସେସବୁର ସଫା ଏଇ ସମୟରେ କରିବା ଜରୁରୀ।
– ଏକ ବ୍ରଶ୍‌ରେ ସାମାନ୍ୟ ତେଲ ନେଇ କାଠ ଆସବାବପତ୍ରରେ ଲଗାଇଲେ, ସେସବୁ ଖରାପ ହୋଇନଥାଏ।
– ବର୍ଷା ଋତୁରେ କପଡ଼ାରୁ ଦୁର୍ଗନ୍ଧ ଆସିଥାଏ। କପଡ଼ା ଧୋଇବା ସମୟରେ ଲୁଗା ସଫା ପାଉଡରରେ ଭିନେଗାର୍ ଅଳ୍ପ ମିଶାଇ ସଫା କରନ୍ତୁ। ଏହା ସହ ଆଲମାରିରେ କପଡ଼ା ଥାକରେ ଲବଙ୍ଗ, ଗନ୍ଧକର୍ପୂର ରଖିଲେ କପଡ଼ା ସତେଜ ରହେ।
– ବର୍ଷାଦିନେ ଅନ୍ୟତମ ମୁଖ୍ୟ ସମସ୍ୟା ହେଉଛି ଓଦା ଜୋତା। ଏଥିରେ ଟିସୁ ପେପର, ଖବରକାଗଜ ରଖିଲେ ଜୋତା ଶୀଘ୍ର ଶୁଖିଯାଏ। 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories