www.samajalive.in
Saturday, December 6, 2025
26.1 C
Bhubaneswar

ୱାଟର ଟ୍ୟାଙ୍କ ଇଣ୍ଡିକେଟର ନିର୍ମାଣ କଲେ ଦନ୍ତ ଡାକ୍ତରୀ  ଛାତ୍ର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ସୌମ୍ୟ ରଞ୍ଜନ ପାତ୍ର ଦନ୍ତ ଡାକ୍ତରୀ ଛାତ୍ର ରୂପେ ଇଣ୍ଟର୍ନସିପ କରୁଛନ୍ତି। ମହାମାରୀ କରୋନା ଯୋଗୁଁ ଘରେ ରହି ସମୟକୁ ଅପଚୟ ନକରି  ଅତି ସ୍ୱଳ୍ପ ଖର୍ଚରେ ତିଆରି କରିଛନ୍ତି ଛାତ ଉପରେ ରହିଥିବା ୱାଟର ଟ୍ୟାଙ୍କର ଇଣ୍ଡିକେଟର।ଟ୍ୟାକରେ ଭର୍ତ୍ତି ରହୁଥିବା ପାଣିର ସ୍ତର ଅନୁସାରେ ତଳ ଘରେ ଥାଇ ଲାଇଟ୍ ଇଣ୍ଡିକେଟର  ମାଧ୍ୟମରେ  ଟ୍ୟାଙ୍କରେ କେତେ ପାଣି ଅଛି କିମ୍ବା ନାହିଁ ସହଜରେ ଜାଣି ହେବ ଏବଂ ଓଭରଫ୍ଲୂ ହୋଇ ପାଣି ର ନଷ୍ଟ ଅପଚୟକୁ ଆଲାର୍ମ ସହିତ ରୋକାଯାଇ ପାରିବ।ଏହା ଦ୍ୱାରା ଜଳ ଓ ବିଦ୍ୟୁତର ଅଯଥା  ଖର୍ଚକୁ ରୋକାଯାଇ ପାରିବ। ନିକଟ ଭବିଷ୍ୟତରେ ଜଣେ ଦନ୍ତ ଡାକ୍ତର ହେବାକୁ ଥିବା ବେଳେ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ନୂଆ କିଛି କରିବାକୁ ସର୍ବଦା ଆଗ୍ରହୀ। ସ୍କୁଲ ପଢା ସମୟରୁ ମଧ୍ୟ ବିଜ୍ଞାନ ପ୍ରଦର୍ଶନୀରେ ନୂଆ ନୂଆ ପ୍ରକଳ୍ପ କରି ପୁରସ୍କୃତ ଓ ପ୍ରଶଂସିତ ହୋଇଥିବା ଜଣାପଡିଛି |

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories